Daily Archives

May 23, 2022

ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ପ୍ରେମିକ-ପ୍ରେମିକା: ଗଂଜେଇ ବସ୍ତାକୁ ବାଇକରେ ଲଦି ମାଛକୁଣ୍ଡରୁ ଯାଉଥିଲେ ମଧ୍ୟପ୍ରଦେଶ

କନକ ବ୍ୟୁରୋ: ଗଂଜେଇ ଚୋରା ଚଲାଣ ପାଇଁ ବେପାରୀ ସାଜିଥିଲେ ପ୍ରେମିକ ପ୍ରେମିକା । କଥାଟା ଟିକେ କେମିତି କେମିତି ଲାଗୁଛି ନା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଦେଖନ୍ତୁ ଏହି ଦୃଶ୍ୟକୁ । ଜବତ ଗଂଜେଇ ବସ୍ତା ପାଖରେ ଅଛନ୍ତି ପ୍ରେମୀ ଯୁଗଳ । ଏମାନେ ପ୍ରେମିକ-ପ୍ରେମିକା…

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ: ଚାଷୀଙ୍କ ଭିଡରେ ଘଂଟାଏ କାଳ ଫସିଗଲେ ଅଫିସର

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାଇସ-ପେନସନ ଓ ପ୍ରେଷ୍ଟିଜ୍ ସହ ଅନ୍ୟାନ୍ୟ ଦାବିରେ ପଦଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଆନ୍ଦୋଳନକାରୀଙ୍କ ଭିଡ ଭିତରେ ଫସିଗଲେ ଅତିରିକ୍ତ ଜିଲ୍ଲାପାଳ । ଘଂଟାଏ କାଳ ପ୍ରଶାସନିକ ବାବୁଙ୍କୁ ଦାବି…

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ: ଉପାନ୍ତ ଗାଁରୁ ଗରିବ ପିଲାଙ୍କୁ ବୁଲାଇଲେ ଭଂଜନଗର ପାର୍କ

କନକ ବ୍ୟୁରୋ: କାର୍ଯ୍ୟଶୈଳିରୁ ହିଁ ଜୀବନର ମହନିୟତା ପ୍ରକାଶିତ ହୁଏ । କଥାରେ କୁହାଯାଏ, ଖୁସି ବାଂଟିଲେ ଦ୍ୱିଗୁଣିତ ହୁଏ । ଏଭଳି କଥାକୁ ସତରେ ପରିଣତ କରିଛନ୍ତି ଭଂଜନଗରର ଜଣେ ସ୍ୱେଚ୍ଛାସେବୀ ଅରଖିତ ପରିଛା । ନିଆରା ଢଙ୍ଗରେ ପାଳନ କରିଛନ୍ତି ଜନ୍ମଦିନ । ଉପାନ୍ତ ଡ଼ିହକୁମ୍ପାପଲ୍ଲୀ ଗାଁର…

କଂଗ୍ରେସ କର୍ମୀ ଏକାଠି ହୁଅନ୍ତୁ । ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରେସମିଟ୍ । 

କନକ ବ୍ୟୁରୋ: ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି । ସୋନିଆ ଓ ରାହୁଲଙ୍କୁ ଧନ୍ୟବାଦ ଦେବା ସହ କାମକରିବା ପାଇଁ ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ମୋ ଦେହ ଖରାପ ଥିବାରୁ ମୁଁ ଇସ୍ତଫା ଦେଇଥିଲେ, ଏଆଇସିସି ଏହାକୁ ଗ୍ରହଣ କରିଛି । କଂଗ୍ରେସର…

ମଙ୍କିପକ୍ସକୁ ନେଇ ହୁ’ର ଚେତାବନୀ । ଭାରତରେ ବ୍ୟାପିବ କି ଭାଇରସ?

କନକ ବ୍ୟୁରୋ : ବିଶ୍ୱରେ ବର୍ତ୍ତମାନ ମଙ୍କିପକ୍ସର ଆତଙ୍କ ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏହି ଭାଇରସର ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୟୁରୋପୀୟ ଦେଶ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆର ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ପ୍ଲେ ଅଫରେ ବର୍ଷା ହେଲେ କିଏ ଯିବ ଫାଇନାଲ? ଜାଣନ୍ତୁ କଣ ରହିଛି ନିୟମ…

କନକ ବ୍ୟୁରୋ: ଆଇପିଏଲ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ମେ ୨୪ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଗାମୀ ୪ଟି ମ୍ୟାଚ କୋଲକାତା ଓ ଅହମ୍ମଦାବାଦରେ ଖେଳାଯିବ । ତେବେ ପ୍ଲେ ଅଫ ମ୍ୟାଚ ସମୟରେ ଯଦି ବର୍ଷା ହୁଏ କିମ୍ବା…