Daily Archives

May 23, 2022

ଆସନ୍ତାକାଲି ଯାଜପୁର ଅନ୍ତର୍ଗତ ଏହି ସବୁ ଅଞ୍ଚଳରେ ପ୍ରଭାବିତ ହେବ ବିଦ୍ୟୁତ ସେବା । TPNODL ପକ୍ଷରୁ ମିଳିଲା ସୂଚନା

କନକ ବ୍ୟୁରୋ: ଆସନ୍ତାକାଲି ୧୩୨ କେଭି ଲାଇନରେ ଯୋଜନାକୃତ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ଓ ଏଥିପାଇଁ ଯାଜପୁର ଅନ୍ତର୍ଗତ ସୁକିନ୍ଦା ଏବଂ ଦାନଗଦି ୩୩ କେଭି ଅନ୍ତର୍ଗତ ହରିପୁର, ହାତୀବରି, ଜଖପୁର, ମାନପୁର, ଦାନଗଦି ଏବଂ ପଙ୍କପାଳ ୧୧ କେଭି ଫିଡର…

ଟ୍ରାଇ ଆଣୁଛି ନୂଆ ଫିଚର । ଫୋନରେ ଆଉ ଦରକାର ପଡିବନି ଟ୍ରୁ-କଲର୍ ଆପ୍

କନକ ବ୍ୟୁରୋ: ଯଦି ଆପଣଙ୍କୁ କିଛି ଅଜଣା ନମ୍ବରରୁ କଲ୍ ଆସୁଛି । ସେଭ୍ ନ ହେଇଥିବା ନମ୍ବରରୁ ଫୋନ୍ ଆସୁଛି । ତେବେ ଏହାକୁ ଜାଣିବା ପାଇଁ ଅନେକ ଲୋକ, ତାଙ୍କ ସ୍ମାର୍ଟଫୋନରେ ଟ୍ରୁ-କଲର ଆପ୍ ୟୁଜ୍ କରିଥାନ୍ତି । ଯାହା ଫଳରେ ସେଭ୍ ହେଇନଥିବା ନମ୍ବରରୁ କଲ୍ ଆସିଲେ ବି ସେଥିରେ ନାଁ ଦେଖିହୁଏ ।…

ପିଏମ କିଷାନ ଟଙ୍କା ଫେରାଇବାକୁ ନୋଟିସ୍ । ମେ ୩୧ରେ ମିଳିବ ୧୧ କିସ୍ତିର ଟଙ୍କା ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ୧୧ କିସ୍ତିର ଟଙ୍କା କୃଷକଙ୍କୁ ମିଳିବ । ଲମ୍ବା ସମୟର ଅପେକ୍ଷା ପରେ କେନ୍ଦ୍ର ଏହି ଟଙ୍କା ଚାଷୀଙ୍କୁ ଦେବାକୁ ଯାଉଛି । ମେ ୩୧ରେ ଏହି ଟଙ୍କା ଚାଷୀଙ୍କ ଖାତାକୁ ଯିବ । ତେବେ କିଛି କୃଷକଙ୍କ ପାଇଁ ଚିନ୍ତା ବଢିଛି । ଯୋଜନାର ଲାଭ…

ରାଜ୍ୟ କଂଗ୍ରେସ ସଭାପତି ହେଲେ ଶରତ ପଟ୍ଟନାୟକ । କହିଲେ, ସୋନିିଆ ଓ ରାହୁଲ ଗାନ୍ଧୀଙ୍କ ପାଖରେ କୃତଜ୍ଞ । ଗାଁଠୁ ସହର…

କନକ ବ୍ୟୁରୋ: ‘ଗାଁଠୁ ସହର କଂଗ୍ରେସ ହେବ ସୁଦୃଢ’ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ଶରତ ପଟ୍ଟନାୟକ ହୋଇଛନ୍ତି ନୂଆ ପିସିସି ସଭାପତି । ତେବେ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳର ହାଇକମାଣ୍ଡ ଗ୍ରହଣ କରିବା ସହିତ ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପତି ଭାବେ ନିଯୁକ୍ତ କରିଛନ୍ତି…

ବ୍ରଜରାଜନଗରରେ ବିଜେପି ନିଶ୍ଚୟ ଜିତିବ । ଲେଖାଶ୍ରୀ କହିଲେ, ବିଜେପିକୁ ଭୋଟ ଦେବାକୁ ମନ ବଳାଇଛନ୍ତି ଭୋଟର ।

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର ମୈଦାନ ଏବେ ଉଠୁଛି ପଡୁଛି । ଘର ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅପିଲ କରିବା ସହ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏସବୁ ଭିତରେ ବ୍ରଜରାଜନଗରରେ ବିଜୟ ପାଇଁ…

ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା । ଶହେ କୋଟିର ମାନହାନୀ ମାମଲା କଲେ ମେଧା ସୋମୟା ।

କନକ ବ୍ୟୁରୋ :  ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା । ଭାଜପା ନେତା କିରିଟ ସୋମୟାଙ୍କ ପତ୍ନୀ ମେଧା ସୋମୟା ଶହେ କୋଟିର ମାନହାନୀ ମକଦ୍ଦମା ଦାଏର କରିଛନ୍ତି ।  ବମ୍ବେ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି । କିଛି ଦିନ ତଳେ ସଞ୍ଜୟ ରାଉତ ମେଧାଙ୍କ ବିରୋଧରେ ଶହେ…