Daily Archives

May 17, 2022

ଇତି ରାଡାରରେ ଚିଦାମ୍ବରମ ପରିବାର: ପି ଚିଦାମ୍ବରମ ଓ ପୁଅ କାର୍ତି ଚିଦାମ୍ବରମଙ୍କ ୧୦ ଟି ଠିକଣାରେ ସିବିଆଇର ରେଡ୍

କନକ ବ୍ୟୁରୋ: ମଙ୍ଗଳବାର ସକାକୁ ସକାଳୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି,ଚିଦାମ୍ବରଙ୍କ ପୁଅ କାର୍ତି ଚିଦାମ୍ବରଙ୍କ ଘର ଉପରେ ଚଢାଉ କରିଛି ସିବିଆଇ । ଦିଲ୍ଲୀ ,ମୁମ୍ବାଇ, ଓଡିଶା, ଚେନ୍ନାଇ ବାସଭବନ ସମେତ ଅନ୍ୟାନ୍ୟ ୯ଟି ଠିକଣା ଉପରେ ଚଢାଉ କରିଛି ସିବିଆଇର ସ୍ୱତନ୍ତ୍ର…

ମହଙ୍ଗା ଦର ରେକର୍ଡ ଛୁଇଁବା ପରେ ପୁଣି ବଢିବ ଇନ୍ଧନ ମୁଲ୍ୟ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

କନକ ବ୍ୟୁରୋ : ଏବେ କିଛିଦିନ ହେବ ଦେଶରେ ଇନ୍ଧନର ଦାମ ସ୍ଥିର ରହିଛି । ଏନେଇ ଉପଭୋକ୍ତାମାନେ ଟିକେ ଆଶ୍ୱସ୍ଥ ହୋଇଥିବା ବେଳେ ଆଜି ଦେଶର ମହଙ୍ଗା ଦର ରିପୋର୍ଟ ଆସିବା ପରେ ଅଶଂକା କରାଯାଉଛି କି, ସରକାର ଏହାର ନିରାକରଣ ଭାବେ ପ୍ରଥମେ ପେଟ୍ରୋଲ ଓ ଡିଜେଲ ଉପରେ ଏକ ବଡ ମାତ୍ରାର ଦାମ ବୃଦ୍ଧି…

ଆସନ୍ତାକାଲି ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ: ସ୍ଥିତି ସମୀକ୍ଷା କଲେ ମୁଖ୍ୟ…

କନକ ବ୍ୟୁରୋ: ଆସନ୍ତାକାଲି ମା ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସାରା ଗଞ୍ଜାମ ଜିଲ୍ଲା ଉତ୍ସବ ମୁଖରିତ । ତିନିଦିନ ଧରି ଚାଲିଛି ଯଜ୍ଞ । ଆସନ୍ତାକାଲି ଯଜ୍ଞର ପୂର୍ନାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପର୍ଣ୍ଣ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟପୁରଧା…

ବିବାଦ ପରେ ବିବାହ ପାଇଁ ମନ ବଳାଇଲେ ବିଧାୟକ । ସବ ରେଜିଷ୍ଟର ଅଫିସରେ ବିବାହ ପାଇଁ କଲେ ଆବେଦନ ।

କନକ ବ୍ୟୁରୋ: ବିବାଦ ପରେ ବିବାହ ପାଇଁ ମନ ବଳାଇଲେ ବିଧାୟକ । ସ୍ୱର୍ଗତ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିଧାୟକ ପୁଅ ବିଜୟ ଶଙ୍କର ଦାସ ଆଜି ବିବାହ ନିମନ୍ତେ ଜଗତସିଂହପୁର ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏହାକୁ ନେଇ ବିଜୟଙ୍କ ପ୍ରେମିକା ସୋମାଲିକା ଖୁସି ପ୍ରକଟ…

ବାହାଘର ପରେ ବୋହୂ ଫେରାର । ସ୍ୱାମୀକୁ ମାଡ ମାରି ଟଙ୍କା ଓ ସୁନା ଗହଣା ନେଇ ପଳାଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଜଣେ ନବ ବିବାହିତା ତାଙ୍କ ଚଉଠି ରାତିରେ ପ୍ରେମିକ ସହିତ ଅଶ୍ଲୀଳ ଭିଡିଓ କଲ କରି ସ୍ୱାମୀ ସାମ୍ନାରେ ଧରାପଡିଛନ୍ତି । ଏ କଥା ଯିଏ କେହି ଶୁଣିଲେ ତାଜୁବ ହେବ କିନ୍ତୁ ଏହି ଘଟଣା ଘଟିଛି ରାଜଧାନୀରେ । ସେପଟେ ମନ୍ଦିର ବୁଲିବାକୁ ଯାଇ ଏହି ନୂଆ ବୋହୂ ଜଣଙ୍କ ପ୍ରେମିକ ସହିତ ଫେରାର…

ନିରାଶ କଲା ଏଲଆଇସି: ଷ୍ଟକ ବଜାରରେ ସାମିଲ ହେବା ପରେ ପ୍ରଥମ ଦିନରେ ନିବେଶକଙ୍କ କ୍ଷତି

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଭାରତୀୟ ଜୀବନ ବିମା ନିଗମ ଶେଷରେ ସେୟାର ବଜାରରେ ପ୍ରବେଶ କରିଛି । ତେବେ ଷ୍ଟକ ମାର୍କେଟରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ ହିଁ ନିବେଶକଙ୍କୁ ଲାଗିଛି ଝଟକା । ପ୍ରଥମ ଦିନରେ ହିଁ ଏଲଆଇସି ଆଇପିଓର ମୂଲ୍ୟ ହ୍ରାସ ପାଇଛି । ଏଲଆଇସିର…