Daily Archives

May 17, 2022

ଜ୍ଞାନବାପୀ ମାମଲାରେ ଅଖିଳେଶଙ୍କ ବଡ ଦାବି, ବିଜେପି ଉପରେ ଲଗାଇଲେ ଏଭଳି ଅଭିଯୋଗ

କନକ ବ୍ୟୁରୋ : ଜ୍ଞାନବାପୀ ମସଜିଦ୍ ସର୍ଭେ ନେଇ ଲାଗି ରହିଥିବା ଆଇନ ବିବାଦ ମଧ୍ୟରେ ଏବେ ରାଜନୀତି ସରଗରମ ହୋଇଛି । ଏହି ମାମଲାରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀ ପ୍ରଥମରୁ ହିନ୍ଦୁ ପକ୍ଷର ଦାବିକୁ ଖାରଜ କରିଦେଇଥିବା ବେଳେ ଏବେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଏନେଇ…

ନିକଟ ଭବିଷ୍ୟତରେ ପୁଣି ଏକ ମାନ୍ଦାବସ୍ଥାକୁ ନେଇ ମାଡି ଆସୁଛି ଭୟ: ପାଇକାରୀ ବଜାରରେ ମୁଦ୍ରାସ୍ପିତିର ନିଆଁ

କନକ ବ୍ୟୁରୋ: ଭାରତର ପଡୋଶୀ ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଚରମ ସୀମାରେ ପହଂଚିଛି । ଆତ୍ୟାବଶ୍ୟକ ସାମଗ୍ରୀ ଖାଦ୍ୟ ଓ ତୈଲ ଇନ୍ଧନର ଅଭାବ ଜନଜୀବନକୁ ଦୁର୍ବିସହ କରିପକାଇଛି । କେବଳ ଯେ ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଦେଖା ଦେଇଛି ତା ନୁୁହେଁ, ଏବେ ସମଗ୍ର ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା…

ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ଆଖି ବୁଜିଲେ ସାଇମଣ୍ଡସ । ବାପ ଛେଉଣ୍ଡ ହୋଇଗଲେ କୁନି ଝିଅ ।

କନକ ବ୍ୟୁରୋ : ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ । ଆଉ ବାପା ଛେଉଣ୍ଡ ହୋଇଗଲେ କୁନି ଝିଅ । ହଁ ଏ କାହାଣୀ ହେଉଛି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କର । ଯାହାଙ୍କର ଗତ ୧୫ ତାରିଖ ଦିନ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ୧୫ ତାରିଖ ବିଳମ୍ବିତ…

ଶଙ୍କରାଚାର୍ଯ୍ୟ ବିବାଦ; ସାମ୍ନାକୁ ଆସିଲେ ହାତୀ ଆଖଡା ମଠର ମହନ୍ତ । କହିଲେ ଅଧ୍ୟକ୍ଷାନନ୍ଦଙ୍କ ପାଖରେ ଅଛି ସ୍ଫଟିକ…

ଶଙ୍କରାଚାର୍ଯ୍ୟ ବିବାଦରେ ନୂଆ ମୋଡ କାହା ପାଖରେ ସ୍ଫଟିକ ଶିବଲିଙ୍ଗ? ପ୍ରଶ୍ନ କଲେ ହାତୀ ଆଖଡା ମଠ ମହନ୍ତ କନକ ବ୍ୟୁରୋ: ଗତକାଲି ସ୍ୱାମୀ ଅଧ୍ୟକ୍ଷାନନ୍ଦ ପୁରୀ ଆସି ବିରୋଧର ସମ୍ମୁଖୀନ ହେବା ପରେ ପୁଣି ଥରେ ନୂଆ ବିବାଦ ସାମ୍ନାକୁ ଆସିଛି । ପୁରୀର ପୁରାତନ ହାତୀ ଆଖଡା ମଠର…

ରକ୍ତମୁଖା ପୁଟିନ୍ ସେନା କମାଣ୍ଡର । । ସୈନ୍ୟ ଆହତ ହେଲେ ଗୁଳି କରି କରୁଛନ୍ତି ହତ୍ୟା।

କନକ ବ୍ୟୁରୋ: ୟୁକ୍ରେନ ଉପରେ ବିଜୟ ହାସଲ ପାଇଁ ରକ୍ତମୁଖା ହୋଇ ଉଠିଛି ଋଷ । ୟୁକ୍ରେନ ମାଟିରେ ଅନେକ ନିରୀହଙ୍କୁ ହତ୍ୟାକରିଥିବା ପୁଟିନ୍ ସେନା ଏବେ ଏପରି କାଣ୍ଡ ଘଟାଉଛି ଯାହାକୁ ଶୁଣିଲେ ଛାତି ଥରିଉଠିବ । ଯୁଦ୍ଧବେଳେ ଯେଉଁ ସୈନ୍ୟ ଆହତ ହେଉଛନ୍ତି ସେମାନଙ୍କୁ ମିଳୁଛି ମୃତ୍ୟୁ । ଯୁଦ୍ଧରେ…

ଏମାର ମଠ ଖନନ ସ୍ଥଳରୁ ସିଂହ ମୂର୍ତ୍ତି ଉଦ୍ଧାର ଘଟଣା । ମୂର୍ତ୍ତିଟି ଗଙ୍ଗବଂଶ ରାଜତ୍ୱ କାଳର ବୋଲି କହିଲା ଏଏସଆଇ ଟିମ୍…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ ବେଳେ ଯେଉଁ ସିଂହ ମୂର୍ତ୍ତି ଉଦ୍ଧାର କରାଯାଇଥିଲା, ତାକୁ ଏବେ ଚିହ୍ନଟ କରାଯାଇଛି । ମାଟି ତଳୁ ମିଳିଥିବା ସେହି ସିଂହ ମୂର୍ତ୍ତିଟି ଗଙ୍ଗବଂଶ ବେଳର ମୂର୍ତ୍ତି ବୋଲି ସୂଚନା ମିଳିଛି । ଆଜି ଏନେଇ ଅନୁଧ୍ୟାନ କରିବା ପରେ ସୂଚନା ଦେଇଛନ୍ତି…