Daily Archives

January 3, 2022

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇଂନିସରେ ଭାରତ ୨୦୨ ରନରେ ଅଲଆଉଟ

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ମାତ୍ର ୨୦୨ ରନ କରି ଅଲ ଆଉଟ ହୋଇଯାଇଛି । ହେଲେ ଭାରତ ପକ୍ଷରୁ କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅଶ୍ୱିନୀ ୪୬ କରିଥିଲେ । କିନ୍ତୁ ଅନ୍ୟ…

ଅଧାରେ ରହିଗଲା ଇକୋ-ରିଟ୍ରିଟ୍ । ଗଞ୍ଜାମ ଓ କୋରାପୁଟରେ ଉଦଘାଟନର ୧୭ ଦିନ ପରେ ବି ସରିପାରିଲାନି କାମ । ନିରାଶ ହୋଇ…

କନକ ବ୍ୟୁରୋ: ଅଧାରୁ ଆଣ୍ଠେଇଲା ଇକୋ ରିଟ୍ରିଟ । କୋରାପୁଟ ଓ ଗଞ୍ଜାମରେ ଉଦଘାଟନର ୧୭ ଦିନ ପରେ ବି ଖୋଲିପାରିଲାନି ତାଲା । ଅଧାରୁ ଫେରୁଛନ୍ତି ପର୍ଯ୍ୟଟକ । କୋରାପୁଟ ଭଳି ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସେମିଳିଗୁଡାର ପୁଟସିଲରେ ଖୋଲାଯାଇଥିଲା ଇକୋରିଟ୍ରିଟ । ଭିତିଭୂମି ସଜାଡିବାକୁ…

ପ୍ରଥମ ଦିନରେ ୧୩ ଲକ୍ଷରୁ ଅଧିକ ପିଲା ନେଲେ ଟିକା । ଓଡିଶାରେ ମଧ୍ୟ ୯୩୯ କେନ୍ଦ୍ରରେ କିଶୋରଙ୍କୁ ଦିଆଗଲା ଟିକା ।

କନକ ବ୍ୟୁରୋ: ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ଆରମ୍ଭ ହୋଇଛି ଟିକାଦାନ । ଦିନ ୩ଟା ସୁଦ୍ଧା ଦେଶରେ ୧୩ ଲକ୍ଷ ପିଲାଙ୍କୁ ଟିକାକରଣ କରାଯାଇଛି । ରାଜ୍ୟରେ  ପିଲାଙ୍କୁ ଟିକା ଦେବାକୁ ୩୧୯୩ ଟିକା କେନ୍ଦ୍ରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ର…

ଦେଶରେ ଗୋଟିଏ ଦିନରେ ୩୩ ହଜାର ୭୫୦ ନୂଆ ଆକ୍ରାନ୍ତ । ବିଶେଷଜ୍ଞ କହିଲେ ୧୬ରୁ ୨୦ ଲକ୍ଷ ହୋଇପାରେ ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଲମ୍ବ ଡିଆଁ ମାରୁଛି କରୋନା ସଂକ୍ରମଣ । ୭ ଦିନ ମଧ୍ୟରେ ୫ ଗୁଣରୁ ଅଧିକ ବଢ଼ିଛି ଦୈନିକ ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ୬୩୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଜାନୁଆରୀ ୩ ତାରିଖରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୨. ୫ ପ୍ରତିଶତ…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୫ ଦିନ ଭିତରେ ଦୁଇ ଗୁଣ ବଢ଼ିଲା ସଂକ୍ରମଣ ହାର ।

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ବଢ଼ୁଛି ଟେଷ୍ଟ ପଜିଟିଭିଟି ରେଟ୍ । ରାଜ୍ୟରେ ମାତ୍ର ୫ ଦିନ ଭିତରେ ଦୁଇ ଗୁଣ ବଢ଼ିଯାଇଛି ସଂକ୍ରମଣ ହାର । ଓମିକ୍ରନ ଆସିବା ପରେ ପୁଣି ଥରେ ଉପରମୁହାଁ ହୋଇଛି ରାଜ୍ୟର କରୋନା ମିଟର ।                         ଓଡ଼ିଶା କରୋନା ମିଟର…

ଡେଲଟା ଗଲା ଓମିକ୍ରନ ଆସିଲା । କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ କହିଲେ, ମେଟ୍ରୋ ସହରରେ ୭୫% ସଂକ୍ରମିତଙ୍କୁ ହୋଇଛି…

କନକ ବ୍ୟୁରୋ: ଦେଶରେ ମେଟ୍ରୋ ସହଗୁଡିକରେ ଡେଲଟା ଚାଲିଯାଇଛି , ଆଉ ଓମିକ୍ରନ ଆସିଯାଇଛି । ଏହା କହିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡକ୍ଟର ଏନ.କେ. ଆରୋରା ।  ଜାତୀୟ ଗଣମାଧ୍ୟମକୁ ଡକ୍ଟର ଆରୋରା କହିଛନ୍ତି, ଦେଶରେ ତୃତୀୟ ଲହର ଆସିଯାଇଛି । ଆଉ ମେଟ୍ରୋ ସହରର ଅଧିକାଂଶ ମାମଲାରୁ ୭୫…