Daily Archives

January 3, 2022

ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ନିପାତ କଲା ଭାରତୀୟ ସେନା, ଲୋକେ ପକାଇଲେ ଭାରତ ମାତା କି ଜୟ ନାରା ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯେଉଁ ଅପରେସନ ବା ଅଭିଯାନ ଆରମ୍ଭ ହୋଇଥିଲେ ସେଥିରେ ସେନାବାହିନୀକୁ ବଡ ସଫଳତା ମିଳିଛି । ଲସ୍କର-ଏ-ତୋଇବାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସଲିମ ପରେକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହିନୀ । ଏହାସହ ପୂରା…

ମୁମ୍ବାଇ-ଗୋଆ ‘କ୍ରୁଜ୍‌ ଜାହାଜ’ର ୬୬ ଯାତ୍ରୀ କରୋନା ପଜିଟିଭ୍। ପୂର୍ବରୁ ଜଣେ ଜାହାଜ କର୍ମଚାରୀ ହୋଇଥିଲେ…

କନକ ବ୍ୟୁରୋ : ମୁମ୍ବାଇରୁ ଗୋଆ ମଧ୍ୟରେ ଚଳାଚଳ କରୁଥିବା ବିଳାସମୟ କ୍ରୁଜ୍‌ ଜାହାଜ ‘କର୍ଡେଲିଆ’ରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ରୁଜରେ ଥିବା ୨୦୦୦ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଥିଲା । ଏବେ ସେଥିରେ ଥିବା ୬୬ ଯାତ୍ରୀଙ୍କ ନମୁନା ପଜିଟିଭ ହୋଇଥିବା…

କଟକର ‘ମ୍ୟାଥମେଟିକ୍ସ କ୍ୟାଫେ’ । ଏଠି ଚା କି କଫି ନୁହେଁ ପିଲା ପଢୁଛନ୍ତି ମାଗଣା ପାଠ, କଷୁଛନ୍ତି ଅଛିଣ୍ଡା ଅଙ୍କ ।

କନକ ବ୍ୟୁରୋ: କାଫେ ନା ଶୁଣିଲେ ମନକୁ ଆସେ ଚା- କଫିର କଥା । କାଫେରେ ବି ଖଟି ଜମେ, ସାହିତ୍ୟର ଆସର ବି ବସେ । ହେଲେ କାଫେରେ ଯେ ପାଠପଢା ହୁଏ, ଗଣିତ ଶିକ୍ଷା ଦିଆଯାଏ ତାହା ଟିକେ ନୂଆନୂଆ ଲାଗୁଛି । କିନ୍ତୁ କଟକରେ ଅଛି ‘ମ୍ୟାଥମେଟିକ୍ସ କାଫେ’ । ଯେଉଁଠି ମାଗଣାରେ ମିଳୁଛି ଗଣିତ ଶିକ୍ଷା ।…

ଯୋଗୀଙ୍କ ନିଶାନାରେ ରାହୁଲ । କହିଲେ, ପୂର୍ବରୁ ନିଜକୁ କହୁଥିଲେ ଆକ୍ସିଡେଣ୍ଟାଲ ହିନ୍ଦୁ, ଏବେ… ।

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମେଠିର ଜନସଭାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ରାହୁଲ ଗାନ୍ଧି ଯେଉଁ ଯୁକ୍ତି କରୁଛନ୍ତି ତାହାକୁ ନେଇ ବର୍ଷିଛନ୍ତି ଯୋଗି । ଆଦିତ୍ୟନାଥ କହିଛନ୍ତି ଯାହାର ପୂର୍ବପୁରୁଷ ଓ ପରିବାର…

ବାପା, ମା’ଙ୍କ ସହ ସମୟ କାଟିବାକୁ ସରକାରୀ କର୍ମଚାରୀଙ୍କୁ ଛୁଟି ଦେଲେ ରାଜ୍ୟ ସରକାର। କହିଲେ, ପିତାମାତାଙ୍କ ସହ…

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୬ ଓ ୭ ତାରିଖକୁ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଆସାମ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏହାର ଉଦ୍ଦେଶ୍ୟ ବାବଦରେ ମଧ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ…

My Lord, Your Honour’ ସମ୍ବୋଧନ କରିବାକୁ ଓକିଲଙ୍କୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କନକ ବ୍ୟୁରୋ: ଓକିଲଙ୍କଠାରୁ ‘ମାଇଁ ଲର୍ଡ’, ‘ୟୋର୍ ହନର’ ସମ୍ବୋଧନ ଶୁଣିବାକୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଶୁକ୍ରବାର ଏକ ମାମଲାରେ ବିଚାର କରୁଥିବାବେଳେ ସେ ଓକିଲଙ୍କୁ ଏହି ଅନୁରୋଧ କରିଛନ୍ତି । ତେବେ କୌଣସି ମାମଲାର ବିଚାର କରୁଥିବାବେଳେ କୌଣସି ଓକିଲ ତାଙ୍କୁ ଏପରି…