Daily Archives

October 4, 2021

ଖୁବଶୀଘ୍ର ବଜାରକୁ ଆସିବ ‘ମହିନ୍ଦ୍ରା’ର ଏହି ଇଲେକ୍ଟ୍ରିକ୍ କାର, ବୁଲେଟ୍ ଟ୍ରେନ ସ୍ପିଡ ସହ ହାଇପର ସୁବିଧା

କନକ ବ୍ୟୁରୋ : ଅଟୋମୋବାଇଲ ସେକ୍ଟରରେ ‘ମହିନ୍ଦ୍ରା’ କମ୍ପାନୀ ସବୁବେଳେ ଗ୍ରାହକମାନଙ୍କୁ କିଛି ନା କିଛି ନୂଆ ଉପହାର ଦେଇଥାଏ । ଦେଶରେ ଏବେ ଇଲେକ୍ଟ୍ରିକ୍ କାରର ଚାହିଦା ବୃଦ୍ଧି ପାଇଛି । ମହିନ୍ଦ୍ରା ପ୍ରଥମ କମ୍ପାନୀ ଯେ କି, ପ୍ରଥମେ ଇଲେକ୍ଟ୍ରି କାର ଲଂଚ କରିଥିଲା । ଏବେ କମ୍ପାନୀ ତରଫରୁ…

ଫସଲ ଉଜାଡିଦେଲା ବର୍ଷା: ୧୫ଦିନ ହେବ ଖାଲୁଆ ଜମିରୁ ଶୁଖୁନି ପାଣି, ନଷ୍ଟ ହେବାକୁ ବସିଲାଣି ଫସଲ

କନକ ବ୍ୟୁରୋ: ଲଗାଣ ବର୍ଷା, ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକ ୧୦ଟି ପଂଚାୟତରେ ଚାଷ ନଷ୍ଟ କରିଛି । ତମ୍ପାଳୋ, ଛଣିଜଙ୍ଗ, ଭୋଦର, ତେରୁଣ୍ଡିଆ, ବାମନାଳ, ସଲଙ୍ଗ, ଶଗଡ଼ା, ଧନୁଆ, କୋଟକୁସାଙ୍ଗ ପଂଚାୟତରେ ଧାନ ଚାଷ ସଂପୂର୍ଣ୍ଣ ଧୋଇ ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଧାନ ଜମିରେ ବନ୍ୟା ପରିସ୍ଥିତି…

ଚାଲିଗଲା ମୌସୁମୀ, ଦେଇଗଲା ଦୁଃଖ: ଧାନ ଫସଲରେ ମାଡ଼ିଗଲା ଅଜଣା ରୋଗ

କନକ ବ୍ୟୁରୋ: ଧାନ ଫସଲରେ ମାଡ଼ି ଗଲା ଅଜଣା ରୋଗ । ଚାଲିଗଲା ମନସୁନ ଦେଇଗଲା ଦୁଃଖ । ଠିକ ସମୟରେ ବର୍ଷା ନ ହେବାରୁ ଏକର ଏକର ଧାନ ଫସଲରେ ଅଜଣା ରୋଗ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ଚିନ୍ତାରେ ଚାଷୀ । କିଏ ହାତରେ ଧାନ ଗଛ ଧରି ଦେଖାଉଛି ତ କିଏ ଜମିକୁ ଦେଖାଉଛି । ଜଣେ କି ୨ ଜଣ ନୁହେଁ…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା । ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ବଙ୍ଗୋପସାଗରରେ କ୍ରମାଗତ ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇପଡ଼ିଛି । ଏତଦ୍‌ବ୍ୟତୀତ ପୂର୍ବ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍‌ ଉପରେ ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି ଏବଂ ଏହା ସମୁଦ୍ର…

ମୋଟୁ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଏସଆଇଙ୍କ ବଦଳି କଲେ ଏସପି ।

କନକ ବ୍ୟୁରୋ: ମାଲକାନିଗିରି ମୋଟୁ ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ମାମଲା । ଏସଆଇ ସୋମନାଥ ଦଳବେହେରାଙ୍କର ହେଲା ବଦଳି । ସୋମନାଥଙ୍କୁ ସଦର ମହକୁମା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସପି । ତେବେ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ୪ ଦିନ ଥାନାରେ ମାଡ ମରାଯାଇଥିବା ନେଇ ଅଭିଯୋଗ…

ଗାଁ ଲାଗୁଛି ସହର ଭଳି: ସେଲଫି ଓ ଭିଡିଓ ସୁଟିଂ ପାଇଁ ଖଲ୍ଲକୋଟ ଚିକିଲି ଗାଁରେ ଯୁବପୀଢି ଭିଡ

କନକ ବ୍ୟୁରୋ: ଗାଁ ଏବେ ସହର ସହର ଲାଗୁଛି । ଆଗରୁ ସହରରେ ପାର୍କର ମଜା ନେଉଥିଲେ ଲୋକେ । ସେ ସାକଳ ପ୍ରତଃଭ୍ରମଣ ହେଉ ବା ସଂଧ୍ୟାରେ ପରିବାର ଓ ସାଙ୍ଗ ସାଥିଙ୍କ ସହ ପାର୍କର ବୁଲାବୁଲିର ମଜା । ଏବେ ଏ ଖୁସି ଗାଁରେ ମିଳୁଛି । କାରଣ ଗାଁରେ ସହରଠୁ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇଛି ।…