Daily Archives

October 4, 2021

କ୍ରୁଜ ଉପରେ ପୁଣିଥରେ ଏନସିବିର ଚଢାଉ, ୬ ଜଣ ଗିରଫ୍

କନକ ବ୍ୟୁରୋ : ମୁମ୍ବାଇ ସମୁଦ୍ର ଭିତରେ ଚାଲିଥିବା ରେଭ୍ ପାର୍ଟି ଉପରେ ଚଢାଉ ମାମାଲାରେ ଆଉ ପାଦେ ଆଗକୁ ଯାଇଛି ଏନସିବି । ପ୍ରଥମ ଦଫାରେ କିଛି ଡ୍ରଗ୍ସ ଜବତ କରିବା ସହ ୮ ଜଣଙ୍କୁ ଗିରଫ୍ କରିବା ପରେ ଆଜି ପୁଣିଥରେ ସେହି କ୍ରୁଜ ଉପରେ ଏନସିବି ପକ୍ଷରୁ ଚଢାଉ କରାଯାଇଛି । ଆଜିର ଚଢାଉରେ…

ମେଡିସିନ୍ କ୍ଷେତ୍ରରେ ଗବେଷଣା ପାଇଁ ନୋବେଲ ପୁରସ୍କାର: ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମିଳିତ ନୋବେଲ

କନକ ବ୍ୟୁରୋ: ୨୦୨୧ ବର୍ଷ ପାଇଁ ଘୋଷଣା ହୋଇଛି ବିଶ୍ୱର  ସମ୍ମାନାସ୍ପଦ ନୋବେଲ ପୁରସ୍କାର । ମେଡିସିନ୍ କ୍ଷେତ୍ରରେ ତାପମାତ୍ରା ମାପିବା ଓ ସ୍ପର୍ଶ ବିଷୟରେ ସ୍ୱତନ୍ତ୍ର ଗବେଷଣା ଯୋଗୁଁ ଆମେରିକାର ଦୁଇ ବୈଜ୍ଞାନିକ ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର…

କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର: ୩୫ ବର୍ଷରେ କରିଛି ୫୦୦ ଚୋରି

କନକ ବ୍ୟୁରୋ: କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ । ରାଜ୍ୟ ଓ ରାଜ୍ୟ ବାହାରେ ୫୦୦ଟି ଚୋରି କରିଛି ହେମନ୍ତ । କମିଶନରେଟ ପୋଲିସ ଅଧିନରେ ତା ନାଁରେ ରହିଛି ଶତାଧିକ ମାମଲା । ଲୁହାରଡ ବ୍ୟବହାର କରି ବିଭିନ୍ନ ଜାଗାରେ ଚୋରି କରୁଥିଲା ହେମନ୍ତ । ଆଜି କଟକରୁ ଚୋରି…

ବିଏମସି ଆଣିଲା ନୂଆ ଗାଇଡଲାଇନ୍ । ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗଦେଇପାରିବେ କେବଳ ୫୦ ଅତିଥି ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିବେନି ୫୦ରୁ ଅଧିକ ଅତିଥି । ଶୀତ ଦିନ ଆସୁଥିବା ଦେଖି ବିଏମସି ଜାରି କରିଛି ନୂଆ ଗାଇଡଲାଇନ୍ । ଏହି ଗାଇଡଲାଇନ୍ ମୁତାବକ ବିଏମସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ…

ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ୍: ୨୦୧୪ ବଣାଇ ଦୁଷ୍କର୍ମ ମାମଲାର ଶୁଣାଣି କଲେ ପକ୍ସୋ କୋର୍ଟ

କନକ ବ୍ୟୁରୋ: ଦୁଷ୍କର୍ମକାରୀଙ୍କୁ ୨୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପକ୍ସୋ କୋର୍ଟ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ଜଣଙ୍କୁ ଏହି ଜେଲ ଦଣ୍ଡାଦେଶ ହୋଇଛି । ୨୫ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ଜିଲ୍ଲାର ଲିଗାଲ ସେଲ ଅଥରିଟି ଜରିଆରେ…

ଚାଇନାର ‘ଚିକେନ ପ୍ୟାରେଣ୍ଟିଙ୍ଗ’ ନିଶା: ଶିଶୁଙ୍କୁ ଦିଆଯାଉଛି କୁକୁଡା ରକ୍ତ

କନକ ବ୍ୟୁରୋ: ନିଜକୁ ଶକ୍ତିଶାଳୀ ଓ ବିଚକ୍ଷଣ କରିବାକୁ ଚାଇନାରେ ଲୋକେ ବିଚିତ୍ର କାଣ୍ଡ କରୁଥିବା ଅନେକ ନଜିର ରହିଛି । ଏବେ ଚୀନର ଆଉ ଏକ କାରନାମା ଯାହା ଆପଣଙ୍କୁ ଚମକାଇ ଦେବ । ସୁପରକିଡ୍ ବନାଇବାକୁ ଏଠିକାର ଶିଶୁଙ୍କୁ ଦିଆଯାଉଛି କୁକୁଡା ରକ୍ତର ଇଂଜେକ୍ସନ୍ । ଚୀନ, ଏମିତି ଏକ ଦେଶ ଯିଏ…