Daily Archives

September 27, 2021

ରିୟାଲିଟି ଶୋ’ରେ ଦମଦାର ଡ୍ୟାନ୍ସ ଦେଖାଇଲେ ନୀରଜ ଚୋପ୍ରା । ଦେଖନ୍ତୁ, ଭିଡିଓ…

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିଥଲେ ସୁନା ପୁଅ ନୀରଜ ଚୋପ୍ରା । ହେଲେ ଏବେ ସେ ତାଙ୍କର ଡ୍ୟାନ୍ସକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ବିଜ୍ଞାପନ ହେଉ ଅବା ଟିଭି ସୋ ସବୁଠି ଏବେ ନୀରଜ ଚୋପ୍ରାଙ୍କୁ ଦେଖିବାକୁ ମିଳୁଛି । ନିକଟରେ ସେ ଏକ…

ଗୁପ୍ତଚରୀଙ୍କ ଗୁମର: ଲିଙ୍କ୍ ପଠାଉଥିଲେ, ଓଟିପି ନେଇ ଅଭିଯୁକ୍ତଙ୍କ ଫୋନ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ ।

କନକ ବ୍ୟୁରୋ: ଫିଟୁଛି ଗୁପ୍ତଚରୀଙ୍କ ଗୁମର । ଦିନ ଯେତେ ଗଡୁଛି ସେତେ ଚାଞ୍ଚଲ୍ୟକର ଖୁଲାସା ହେଉଛି । ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଲିଙ୍କ୍ ପଠାଉଥିଲେ, ଓଟିପି ନେଇ ଫୋନକୁ ହ୍ୟାକ୍ କରିଥିଲେ ରହସ୍ୟମୟୀ ମହିଳା । ଅଭିଯୁକ୍ତଙ୍କୁ…

ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା । ପୋଲିସ ଡିସିପିଙ୍କ ଗୋଡ ଉପରେ ଗାଡି ଚଢାଇଦେଲେ ଯୁବକ,  ଅଳ୍ପକେ ବଞ୍ଚିଗଲେ…

କନକ ବ୍ୟୁରୋ : ଭାରତ ବନ୍ଦ ବେଳେ ପ୍ରଦର୍ଶନକାରୀଙ୍କ ଉତ୍ପାତ । ପୋଲିସ ଡିସିପିଙ୍କ ଗୋଡ ଉପରେ ଚଢାଇଦେଲେ ଏସୟୁଭି ଗାଡି । ଏଭଳି ଏକ ସାଂଘାତିକ ଘଟଣା ଏବେ ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । ଆଉ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତର ବାଙ୍ଗାଲୋରର ଡିସିପି ଧର୍ମେନ୍ଦ୍ର…

ମୋବାଇଲ ଆପରେ ଭଏସ ଚେଞ୍ଚ କରୁଥିଲେ, ଗୁପ୍ତଚରଙ୍କଠୁ ଗୁପ୍ତ ତଥ୍ୟ ନେଉଥିଲେ ରହସ୍ୟମୟୀ

କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ଲିକ ମାମଲାରେ ନୂଆ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ପୁଣି କ୍ରାଇମବ୍ରାଞ୍ଚ ସାମ୍ନାକୁ ଆସିଲା ଏକ ନୂଆ ତଥ୍ୟ । ମହିଳା ଜଣକ ଆପ ଜରିଆରେ ଭଏସ ଚେଞ୍ଜ କରି ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ଆଉ ଏଭଳି ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ସମସ୍ତ ଗୁପ୍ତ ତଥ୍ୟ ନେଉଥିଲେ ।…

ସୁଙ୍କି ଘାଟିରେ ଅବରୋଧ ହଟାଉଛି ଏନଡିଆରଏଫ: ବାତ୍ୟା ପ୍ରଭାବରେ ମାଟି ଅତଡା ଖସି ହୋଇଥିଲା ଅବରୋଧ

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିରେ ଆରମ୍ଭ ହୋଇଛି ରାସ୍ତା ଅବରୋଧ କାମ । ବାତ୍ୟା ଗୁଲାବ ପ୍ରଭାବରେ ରାଲେଗଡ଼ା ଓ ସୁଙ୍କି ଗାଁରେ ମାଟି ଅତଡା ଖସିଥିଲା । ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିବାବେଳେ ସେଠାରେ ଏନଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ…

ବ୍ରିଟେନରେ ଭୟଙ୍କର ସ୍ଥିତି । ଖାଲି ପଡିଛି ପେଟ୍ରୋଲ ପମ୍ପ, ସୁପରମାର୍କେଟରୁ ଖାଲି ହାତରେ ଫେରୁଛନ୍ତି ଲୋକେ ।

କନକ ବ୍ୟୁରୋ : ବ୍ରିଟେନରେ ଏବେ ପେଟ୍ରୋଲ ସଙ୍କଟ ଦେଖିବାକୁ ମିଳିଛି । ଅଧିକାଂଶ ପେଟ୍ରୋଲ ପମ୍ପ ଏବେ ସମ୍ପୂର୍ଣ୍ଣ ଖାଲି ପଡିଛି । ଆଉ ଯେଉଁଠି ପେଟ୍ରୋଲ ମିଳୁଛି ସେଠାରେ ଭିଡ଼ ଅସମ୍ଭାଳ । ହଜାର ହଜାର ଲୋକ ପେଟ୍ରୋଲ ପମ୍ପରେ ଭିଡ଼ କରୁଥିବାର ଦେଖିବାକୁ ମିଳୁଛି । ଯାହା ପୁଣିଥରେ ବ୍ରିଟେନରେ…