Daily Archives

September 27, 2021

ଜର୍ମାନୀରେ ମାର୍କେଲଙ୍କ ୧୬ ବର୍ଷ ଯାତ୍ରାର ଅନ୍ତ । ସ୍ୱଳ୍ପ ବ୍ୟବଧାନରେ ଜିତିଲା ‘ସୋସିଆଲ ଡେମୋକ୍ରାଟିକ୍ ପାର୍ଟି’

କନକ ବ୍ୟୁରୋ: ଜର୍ମାନୀରେ ଶେଷ ହୋଇଛି ଆଂଜେଲା ମାର୍କେଲଙ୍କ ୧୬ ବର୍ଷର ରାଜନୈତିକ ଯାତ୍ରା । ରବିବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମାର୍କେଲଙ୍କ ଦଳକୁୁ ପରାଜୟର ସାମନା କରିବାକୁ ପଡିଛି । ମାର୍କେଲଙ୍କ ‘ଖ୍ରୀଷ୍ଟିଆନ୍ ଡେମୋକ୍ରାଟିକ୍ ୟୁନିଅନ’ ଠାରୁ ସ୍ୱଳ୍ପ ବ୍ୟବଧାନରେ ଜିତିଛି ‘ସୋସିଆଲ…

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ମୋଇନ ଅଲ୍ଲୀ: ଟି-୨୦, ଦିନିକିଆରେ ଜାରି ରଖିବେ ଖେଳ

କନକ ବ୍ୟୁରୋ: ଇଂଲଣ୍ଡର ଦକ୍ଷ କ୍ରିକେଟର ମୋଇନ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ସେ ଟି-୨୦ରେ ଅଧିକ ଫୋକସ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି । ୩୪ ବର୍ଷିୟ ଏହି କ୍ରିକେଟର ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ଅନେକ ଛାପ ଛାଡିଛନ୍ତି । ସେ…

ରାଜ୍ୟରେ ବଢ଼ିଛି କି ଅଣ ସଂକ୍ରମଣ ରୋଗ? ଜାଣନ୍ତୁ, କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କନକ ବ୍ୟୁରୋ: ରାଜ୍ୟରେ ତୃତୀୟ ଲହର ପ୍ରଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏନେଇ ସେ କହିଛନ୍ତି, ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ସେମିତି ପଡି ନ ପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡ କୁ ଦେଖିଲେ…

ଏମିତି ବି କପି ହୁଏ? ୨ ଲକ୍ଷ ଟଙ୍କାର ବ୍ଲୁ-ଟୁଥ୍ ଚପଲ ପିନ୍ଧି ପରୀକ୍ଷା ହଲରେ ବସିଥିଲେ, ୫ ଜଣଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ :  ରାଜସ୍ଥାନ ସରକାରୀ ସ୍କୁଲ୍‌ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ସେମାନେ ପିନ୍ଧିଥିବା ଚପଲ ‘ସୋଲ୍‌’ରେ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା କଥା ପୁଲିସ…

‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ : ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ; ଜାଣନ୍ତୁ କ’ଣ ଏହି…

କନକ ବ୍ୟୁରୋ : ଆୟୂଷ୍ମାନ ଭାରତର ଡିଜିଟାଲ ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ଲୋକ ଏକ ୟୁନିକ ଆଇଡି କାର୍ଡ ପାଇବେ । ଯେଉଁଥିରେ ଜଣେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଉଲ୍ଲେଖ ରହିବ । ଏହି କାର୍ଡରେ…

ବାତ୍ୟା ସମୟରେ ଜନ୍ମ ହେଲା ଶିଶୁପୁତ୍ର । ବାତ୍ୟା ଆଗରୁ ସୁରକ୍ଷିତ ହସ୍ପିଟାଲକୁ ଆଣିଥିବାରୁ ପ୍ରଶାସନକୁ ଜଣାଇଲେ…

କନକ ବ୍ୟୁରୋ : ବାତ୍ୟା ବେଳେ ଉଦ୍ଧାର ହୋଇଥିବା ପ୍ରସୂତୀ ହସ୍ପିଟାଲରେ ଜନ୍ମ କଲେ ସୁସ୍ଥ ଛୁଆ । ବାତ୍ୟା ଗୁଲାବ ଆସୁଥିବା ଜାଣି ସରକାର ଜୋରଦାର ପ୍ରସ୍ତୁତି କରିଥିଲେ । ବିଶେଷ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଆଗୁଆ ଆରମ୍ଭ କରିଥିଲେ ସ୍ଥାନାନ୍ତର ପ୍ରକ୍ରିୟା । ସ୍ୱତନ୍ତ୍ର…