Daily Archives

September 25, 2021

ଶିକ୍ଷିତ ହେବେ ଆଦିମ ଜନଜାତି । ବଣ୍ଡା ପିଲାଙ୍କ ପାଇଁ ଦକ୍ଷତା ବୃଦ୍ଧି ଅଭିଯାନ । 

କନକ ବ୍ୟୁରୋ : ଶିକ୍ଷାର ବୃଦ୍ଧି ହେଲେ ସମାଜର ସାମଗ୍ରୀକ ବିକାଶ ହେବ । ଆଦିମ ଜନଜାତି ବିକାଶ ସ୍ରୋତରେ ଆହୁରି ଆଗକୁ ଯିବେ । ଏହି ଆଶାରେ ବଣ୍ଡା ଛାତ୍ରଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ପାଇଁ ମାଲକାନଗିରିର ଜିଲ୍ଲା ପ୍ରଶାସନ ନିଆରା ପ୍ରୟାସ କରିଛି । ପାହାଡ ଉପରେ ଘାଟି ଅଞ୍ଚଳରେ ଦକ୍ଷତା…

ନିର୍ଦ୍ଦୟୀ ତାଲିବାନ । ୪ ଜଣଙ୍କୁ ମାରି ଛକ ମଝିରେ ଝୁଲାଇଦେଲା । 

କନକ ବ୍ୟୁରୋ : ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହୋଇ ଉଠିଛି । ଆଫଗାନିସ୍ତାନରେ ସରିଆ ଆଇନ ଅନୁଯାୟୀ ଲୋକଙ୍କୁ କଠୋର ଦଣ୍ଡ ଦେଉଛି ତାଲିବାନ । ଆଉ ଏହାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମାରି ସର୍ବସାଧାରଣ ସ୍ଥାନରେ କ୍ରେନରେ…

ସିମ୍ କାର୍ଡ କିଣିବା ନିୟମ ଉପରେ ବଡ ପରିବର୍ତ୍ତନ । ଏହି ବୟସର ଲୋକଙ୍କୁ ମିଳିବ ନାହିଁ ସିମ୍ କାର୍ଡ

କନକ ବ୍ୟୁରୋ : ଆପଣ ସିମ୍ କାର୍ଡ କିଣିବାକୁ ଚାହୁଁଥିଲେ ଆପଣ ନିଶ୍ଚିତ ଏହି ଖବର ଉପରେ ନଜର ରଖନ୍ତୁ । ଭାରତୀୟ ଦୂର ସଂଚାର ବିଭାଗ ସିମ୍ କାର୍ଡ କିଣିବା ଉପରେ ଥିବା ପୁରୁଣା ନିୟମର ପରିବର୍ତ୍ତନ କରିଛନ୍ତି । ଦୂରସଂଚାର ବିଭାଗ (ଡିଓଟି) କହିଛନ୍ତି କି ଦେଶରେ କୌଣସି ନାବାଳକ କିମ୍ବା…

ଗୁଜୁରାଟର ହୀରା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ, ୫୦୦ କୋଟି ଟଙ୍କାର ଠକେଇ ମାମଲା

କନକ ବ୍ୟୁରୋ : ଗୁଜୁରାଟର ଏକ ହୀରା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ଠକେଇ ମାମଲାରେ ବ୍ୟବସାୟୀଙ୍କ ୨୩ ଟି ଠିକାଣା ଉପରେ ବିଭାଗ ଚଢାଉ କରିଛି । ଏହି ଚଢାଉ ବେଳେ ବେପାରୀ ଜଣଙ୍କ ୫୦ କୋଟି ଟଙ୍କାର ଠକେଇ କରିଥିବା ସୂଚନା ମିଳିଛି । ଆୟକର ବିଭାଗର ସୂଚନା…

ଗାଁ ଦାଣ୍ଡରେ ପାଠପଢା । ନବରଙ୍ଗପୁରରୁ ଆସିଲା ଶିକ୍ଷାଦାନର ବିକଳ ଚିତ୍ର, ଅସ୍ୱାସ୍ଥ୍ୟକର ପରିବେଶରେ ପାଠ ପଢୁଛନ୍ତି…

କନକ ବ୍ୟୁରୋ : ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା । ରାସ୍ତାକଡରେ ଗଛମୂଳରେ ଚାଲିଛି କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପ୍ରାଥମିକ ଶିକ୍ଷାର ଏହି ବିକଳ ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲାର ଉପାନ୍ତ ନନ୍ଦାହାଣ୍ଡି ବ୍ଲକରୁ । ପିଲାଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ଜିଲ୍ଲା…

ଧାରଣା ଦେଇଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । ବରଗଡ଼ରେ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ ।

କନକ ବ୍ୟୁରୋ : ଧାରଣା ଦେଉଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ବରଗଡ଼ ଦଙ୍ଗା ଘଟଣାରେ ଗିରଫ ଯୁବକଙ୍କ ମୃତ୍ୟୁ ମାମଲାରେ ପୋଲିସର ଲାଠିଚାର୍ଜ । ଥାନାରେ ଯୁବକଙ୍କୁ ପୋଲିସ ପିଟି ମାରିଥିବା ଅଭିଯୋଗ ଆଣିଥିଲେ ସମ୍ପର୍କୀୟ । ତେବେ ନ୍ୟାୟ ଦାବିରେ ଗାନ୍ଧୀ ଛକରେ ମୃତଦେହ…