Daily Archives

September 25, 2021

ଲୋକଙ୍କ ହିତ ପାଇଁ ସେବା ଆରମ୍ଭ ହେଲା କିନ୍ତୁ କାମ କଲାନି । ଉଦଘାଟନ୍ ବର୍ଷେ ଭିତରେ ଖତଖାଉଛି ବାଇକ୍ ଆମ୍ବୁଲାନ୍ସ । 

କନକ ବ୍ୟୁରୋ : ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ପୁଳା ପୁଳା ଯୋଜନା ଆଣୁଛନ୍ତି । କେଉଁଠି ମେଡ଼ିକାଲ ପାଇଁ ଭିତ୍ତିଭୂମି ଯୋଗାଉଛନ୍ତି ତ କେଉଁଠି ଡାକ୍ତର । ଏହି କ୍ରମରେ କୋରାପୁଟର ଦୁର୍ଗମ ଅଞ୍ଚଳ ଲୋକଙ୍କ ପାଇଁ ବାଇକ୍ ଆମ୍ବୁଲାନ୍ସ…

ନେଟୱର୍କ ନଥିଲା, ପାଠ ପଢିବାକୁ ସମୟ ମିଳୁନଥିଲା । କିନ୍ତୁ ତାହା ଭିତରେ ୟୁପିଏସସି ପରୀକ୍ଷାରେ ବାଜିମାତ୍ କଲେ ଓଡ଼ିଆ…

କନକ ବ୍ୟୁରୋ : ନେଟୱର୍କ ନଥିଲା, ପାଠ ପଢିବାକୁ ଠିକ୍ ସମୟ ମଧ୍ୟ ମିଳୁନଥିଲା । ସମସ୍ୟା ଏତେ ଥିଲା ଯେ ତାହା ଭିତରେ ସଫଳତା ଆଶା କରିବା ଏତେ ସହଜ ନଥିଲା । କିନ୍ତୁ ହାର ମାନିବା ପିଲା ଭିତରେ ସେ ନଥିଲେ । ସବୁ ସମସ୍ୟାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ, ଆଉ ୟୁପିଏସସି ପରୀକ୍ଷାରେ ୧୯୪…

ଲୋକଙ୍କୁ ସତର୍କ କରାଇଲା UIDAI, ଆପଣଙ୍କ ଆଧାର କାର୍ଡ ଅସଲି ନା ନକଲି ଏମିତି କରନ୍ତୁ ଚେକ୍

କନକ ବ୍ୟୁରୋ : ୟୁଆଇଡିଏଆଇ ନିଜର ଗ୍ରାହକମାନଙ୍କ ପାଇଁ ବିଶେଷ ସତର୍କ ସୂଚନା ଜାରି କରିଛି । ୟୁଆଇଡିଏଆଇ କହିଛି କି ସମସ୍ତ ଆଧାରକାର୍ଡରେ ଥିବା ୧୨ ଟି ସଂଖ୍ୟା ଅସଲି ନୁହେଁ । ଆଜିକା ସମୟରେ ସମସ୍ତ କାମ ପାଇଁ ଆଧାର କାର୍ଡ ଜରୁରୀ ପ୍ରମାଣ ଭାବେ ବ୍ୟବହାର କରାଯାଉଛି । ଏହି କ୍ରମରେ…

ତାଲିବାନ ବଦଳାଇବାକୁ ଚାହୁଁନାହିଁ ଦଣ୍ଡନୀତି, ଆଫଗାନକୁ ଫେରୁଛି ହାତକାଟିବା ଭଳି ବର୍ବର ଦଣ୍ଡ

କନକ ବ୍ୟୁରୋ : ସାରା ବିଶ୍ୱ ଆଶା କରୁଛି କି ତାଲିବାନ ଆଫଗାନିସ୍ତାନରେ ତା’ର ପୁରୁଣା ଆଇନ ଲାଗୁ ନକରି ମୁଖ୍ୟସ୍ରୋତରେ ସାମିଲ ହେବ । ହେଲେ ତାଲିବାନ ଏବେ ଏମିତି ଏକ ଆଇନ ଘୋଷଣା କରିଛି, ଯାହାକୁ ଶୁଣିବା ପରେ ସାରା ବିଶ୍ୱ ଚକିତ ହୋଇ ପଡିଛି । ତାଲିବାନ ସରକାରରେ ସାମିଲଥିବା ମୁଲ୍ଲା…

କୁକୁର ନାଁରେ ଗିନିଜ୍ ୱାଲ୍ଡ ରେକର୍ଡ । ଜାଣନ୍ତୁ କେଉଁ କାରଣରୁ ଲୁ ନାଁରେ ରହିଛି ରେକର୍ଡ ।

କନକ ବ୍ୟୁରୋ : କୁକୁର ନାଁରେ ଗିନିଜ ୱାର୍ଲ୍ଡ ରେକର୍ଡ । ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ ହୋଇଛି କୁକୁର । ଆଉ ତାହା ବି କେବଳ ନିଜର କାନକୁ ନେଇ । ଆଜ୍ଞା ହଁ କିଛି ଏଭଳି ଘଟଣା ଘଟିଛି ଓରଗାନରେ । ସାଧାରଣ କୁକୁରର ଲମ୍ବ ଠାରୁ ଏହି କୁକୁରର ଲମ୍ବ ବହୁତ ଅଧିକ ରହିଥିବା ବେଳେ କାନ…

କାହାକୁ କହୁଥିଲା ଚାନ୍ଦିପୁର ଯିବି, କାହାକୁ କହୁଥିଲା ବିବାହ କରିବି । ଏମିତି ଫଶାଉଥିଲା ରହସ୍ୟମୟୀ ଯୁବତୀ  । 

କନକ ବ୍ୟୁରୋ : ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଏହାସହ ଆବଶ୍ୟକ ପଡିଲେ ପୁଣି ସେମାନଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ…