ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ମୋଦି-ବାଇଡେନ୍ ସାକ୍ଷାତ୍ ଉପରେ ନଜର
କନକ ବ୍ୟୁରୋ: ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାତ୍ରା କରିଛନ୍ତି ମୋଦି ଆଉ ଆମେରିକା ଉଦ୍ଦେଶ୍ୟରେ ନିଜ ଯାତ୍ରା ପୂର୍ବରୁ ମୋଦି କହିଛନ୍ତି...…