Daily Archives

August 7, 2021

ଜୟପୁର ପିଡିଏସରେ ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଯୋଗାଣ ଅଭିଯୋଗ, ମିଲର୍ସଙ୍କ ପାଇଁ ବଢିଲା ଅଡୁଆ । ତଦନ୍ତ ପରେ ରିପୋର୍ଟ…

କନକ ବ୍ୟୁରୋ: କୋରାପୁଟ ଜିଲ୍ଳାରେ ପ୍ଳାଷ୍ଟିକ ଚାଉଳକୁ ନେଇ ହେଉଥିବା ଗୁଜବ ଓ ଅଭିଯୋଗରେ ପଡ଼ିବ ପୁର୍ଣ୍ଣଛେଦ । ପ୍ଳାଷ୍ଟିକ ଚାଉଳକୁ ନେଇ ହେଉଥିବା ଅଭିଯୋଗ ସଂପର୍କୀତ ଖବର ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେଇଛି ଜିଲ୍ଲା ଯୋଗାଣ ବିଭାଗ । ଯେଉଁ ପ୍ଲାଷ୍ଟିକ ଚାଉଳକୁ ନେଇ ଗୁଜବ ଚାଲିଛି ତାହା…

ଜାତୀୟ ରାଜନୀତିରେ ବଢୁଛି ଦିଦିଙ୍କ ଦବଦବା, ତାମିଲନାଡୁ ପରେ କେରଳରେ ମମତାଙ୍କ ପୋଷ୍ଟର

କନକ ବ୍ୟୁରୋ : ତାମିଲନାଡୁ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟର ଏବେ ବାମଦଳ ଶାସିତ କେରଳରେ ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ଏହି ପୋଷ୍ଟରେ ଲେଖାଯାଇଥିବା ଶ୍ଲୋଗାନ । ପୋଷ୍ଟରରେ ଲେଖା ଯାଇଛି କି ‘ଦିଦିଙ୍କୁ ଜିତାଅ ଓ ଦେଶକୁ ବଞ୍ଚାଅ’ । କହିରଖୁ କି ୭୦…

ସ୍ୱର୍ଣ୍ଣ ପଦକ ଜିତିବା ପରେ ସୁନାପୁଅ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି,…

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ଟୋକିଓ…

ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ନୀରଜ । ଜାଭଲିନ୍ ଥ୍ରୋରେ ଭାରତ ପାଇଁ ସୁନା ପଦକ ଆଣିଲେ ନୀରଜ ଚୋପ୍ରା ।

କନକ ବ୍ୟୁରୋ: ଅଲିମ୍ପିକ୍ସରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ…

ବିକ୍ରି ହୋଇଗଲା ଆବାସ । ଜଣଙ୍କ ନାଁରେ ଆବାସ କାର୍ଯ୍ୟାଦେଶ ଜାରି କରି ଅନ୍ୟ ଜଣଙ୍କୁ ଟଙ୍କା ଦେଇଛନ୍ତି ହାଟଡିହି ବ୍ଲକ…

କନକ ବ୍ୟୁରୋ: ଚାଳ ଘରେ ବାସ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଆଦି ଯୋଜନା କରି ପର୍ଯ୍ୟପ୍ତ ଘର ଯୋଗାଇ ଦେଉଛନ୍ତି ସରକାର । କିନ୍ତୁ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି । ଜଣକ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯାଉଥିବା ବେଳେ ଭିନ୍ନ…

ଭାରତକୁ ମିଳିଲା ଆଉ ଏକ ପଦକ । କୁସ୍ତିରେ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ମେଡାଲ ।

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । କୁସ୍ତିରେ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ମେଡାଲ । ୮-୦ରେ କାଜାକିସ୍ତାନର ଖେଳାଳିଙ୍କୁ ହରାଇଲେ ହରାଇଲେ ବଜରଙ୍ଗ । ପୁରୁଷ ଫ୍ରି ଷ୍ଟାଇଲ ୬୫ କେଜି ରେସିଲିଂରେ ବଜରଙ୍ଗ ବ୍ରୋଞ୍ଜ ପଦକ ଜିତିଛନ୍ତି । କ୍ୱାଟରଫାଇନାଲରେ…