Daily Archives

August 7, 2021

ଏମିତି ଭାଇ ଜଗତେ ନାହିଁ… କ୍ୟାନସର କବଳରେ ବଡ ଭଉଣୀ, ଭଲ କରିବାକୁ ରାସ୍ତା କଡରେ ଚଢେଇ ଦାନା ବିକୁଛି ସାନ ଭାଇ ।…

କନକ ବ୍ୟୁରୋ: ତୋ ଭାଇ ଅଛି, ତୋର କିଛି ହେବନି... ତୁ ଭଲ ହୋଇଯିବୁ, ତୁ ପୁଣି ଥରେ ହସିବୁ, ଆମେ ଦିହେଁ ପୁଣି ଖେଳିବା ବୁଲିବା ମସ୍ତି କରିବା । ମୁଁ ତୋ ପାଖେ ପାଖେ ଅଛି ଲୋ, କ୍ୟାନ୍ସର ତୋର କିଛି କରିପାରିବନି । ମୁଁ ପରିଶ୍ରମ କରିବି ତତେ ପୁନଃର୍ଜନ୍ମ ଦେବି । ତୋ ପାଇଁ ମୁଁ କିଛି ବି…

ବିବାହ ବିଛେଦ ମାମଲାକୁ ନେଇ ବିବାଦ ଭିତରେ ବର୍ଷାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ ମହାନ୍ତି । ଟ୍ୱିଟ୍ କରି…

କନକ ବ୍ୟୁରୋ: ବିବାହ ବିଛେଦ ମାମଲାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ଭିତରେ ବର୍ଷାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଅନୁଭବ ଲେଖିଛନ୍ତି…

ଯୁବ ଅକାଳୀଦଳ ରାଷ୍ଟ୍ରୀୟ ମହାସଚିବଙ୍କୁ ଗୁଳିକରି ହତ୍ୟା, ଜମି ଜମା ବିବାଦରୁ ହତ୍ୟା ସନ୍ଦେହ

କନକ ବ୍ୟୁରୋ : ମୋହାଲୀ ସେକ୍ଟର-୧୭ ମାର୍କେଟ ନିକଟରେ ଯୁବଅକାଳୀଦଳର ରାଷ୍ଟ୍ରୀୟ ମହାସଚିବ ବିକ୍ରମଜିତ୍ ସିଂ ଓରଫ୍ ଭିକ୍କିଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଇ-୨୦ କାରରେ ଆସିଥିବା ୪ ଜଣ ଯୁବକ ବିକ୍କୀଙ୍କୁ ପିଛାକରି ତାଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଘଟଣା ସ୍ଥଳରେ ବିକ୍କୀଙ୍କର…

ଭୁବନେଶ୍ୱରରେ ୨୩ରୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସିକୁ ପ୍ରସ୍ତାବ । ଭର୍ଚୁଆଲ ବୈଠକରେ ଯୋଗଦେଲେ ବିଭିନ୍ନ…

କନକ ବ୍ୟୁରୋ: ଭୁବନେଶ୍ୱରରେ ୨୩ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସିକୁ ପ୍ରସ୍ତାବ ଦିଆଯାଇଛି । ଭର୍ଚୁଆଲ ବୈଠକରେ ଯୋଗଦେଇ ଥିବା ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତା ଏହି ପ୍ରସ୍ତାବ ଦେଇଛନ୍ତି । ତେବେ କୋଭିଡ ସ୍ଥିତି ଓ ବୈଠକରେ ମିଳିଥିବା ମତାମତ ଆଧାରରେ ବିଏମସି ଆଭ୍ୟନ୍ତରୀଣ…

ସମ୍ବଲପୁର ଚାଷୀ କୈବଲ୍ୟ ରୋହିଦାସଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ୧୦ଲକ୍ଷ ଟଙ୍କା କ୍ଷତିପୂରଣ ସହ ବିଚାର ବିଭାଗୀୟ ତଦନ୍ତ…

କନକ ବ୍ୟୁରୋ : ସମ୍ବଲପୁରର ଚାଷୀ କୈବଲ୍ୟ ରୋହିଦାସଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସେ ୭ ଏକର ବିଲରେ ଧାନ ଚାଷ କରିଥିଲେ । ୪୫ କୁଇଂଟାଲ ଧାନ ବିକ୍ରି କରିଥିବାବେଳେ ତାଙ୍କର ଟୋକନ ଲ୍ୟାପ୍ସ ହୋଇଗଲା ଏବଂ ବଳକା ଧାନ ସେ ବିକିପାରିଲେ ନାହିଁ । ୨ ଲକ୍ଷ ଟଙ୍କା…

ନିଯୁକ୍ତି ଦୁର୍ନୀତିର ନୂଆ ଫର୍ଦ୍ଦ : ଅଭିଯୋଗ ଆଣିଲେ ନିମାପଡାର ଯୁବକ; ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ପରୀକ୍ଷା ନଦେଇ…

କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗର ଖୋଳତାଡ କରୁଛି ଭିଜିଲାନ୍ସ । ଏପରିକି ବହୁ ପରିମାଣର ଟଙ୍କା କାରବାର ହୋଇଥିବା ଜଣାପଡିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ନିଜଆଡୁ ମାମଲାରେ ପ୍ରବେଶ କରିଛି । ଆଉ ଏହାରି ଭିତରେ ଓଏସଏସସି ଅର୍ଥାତ ଓଡିଶା…