Daily Archives

August 4, 2021

ଦୁଆରଶୁଣି ଘାଟିରେ ସିରିଜ ଦୁର୍ଘଟଣା । ୧୫ରୁ ଅଧିକ ଜଣଙ୍କୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ ।

କନକ ବ୍ୟୁରୋ: ଦୁଆରଶୁଣି ଘାଟିରେ ଆଜି ପୁଣି ଥରେ ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଯାଉଥିବା ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଜଣକ ପରେ ଜଣକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ମୋଟ୍‌ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ…

ଦୁଷ୍କର୍ମ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ, ୧୦୨୩ ଟି ଫାଷ୍ଟଟ୍ରାକ୍ କୋର୍ଟ ପାଇଁ…

କନକ ବ୍ୟୁରୋ : ଦେଶରେ ଦୁଷ୍କର୍ମରେ ଶିକାର ହେଉଥିବା ମହିଳା ଓ ନାବାଳିକାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ୧୦୨୩ ଟି ଫାଷ୍ଟଟ୍ରାକ୍ କୋର୍ଟ ନିର୍ମାଣ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।…

ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ରାଜ୍ୟବାସୀଙ୍କ ଆଗରେ ସମ୍ବୋଧନ ରଖିବେ…

କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୭ଟା ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ମୁଖ୍ୟମନ୍ତ୍ରୀ  କେଉଁ ବିଷୟ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା…

ଅଯୋଗ୍ୟ ଛାତ୍ରଙ୍କୁ ମିଳୁଛି ସୁଯୋଗ, କଟିଯାଉଛନ୍ତି ମେଧାବୀ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବିରୋଧରେ ଅଭିଯୋଗ ଆଣି…

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିସନରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗ ବଢିବାରେ ଲାଗିଛି । ଆଜି ଭିଜିଲାନ୍ସ ଅଫିସରେ ପହଂଚି ଆଉ ଜଣେ ଚାକିରୀ ଆଶାୟୀ ନିହାର ରଂଜନ ଦାଶ ଓଏସଏସିସିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଦୁର୍ନୀତି ଯୋଗୁଁ…

ମହିଳା ହକି ସେମିଫାଇନାଲରେ ଜିତିଲା ଆର୍ଜେଣ୍ଟିନା । ଏବେ ବ୍ରୋଞ୍ଜ ପାଇଁ ଲଢିବ ଭାରତୀୟ ଦଳ । 

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମିଫାଇନାଲରେ ହାରିଲା ଭାରତ । ଆର୍ଜେଣ୍ଟିନା ଏହି ମ୍ୟାଚରେ ୨-୧ରେ ବିଜୟୀ ହୋଇ ଫାନାଲରେ ପ୍ରବେଶ କରିଛି । ଫଳରେ ଭାରତ ଏହି ମ୍ୟାଚରେ ପରାସ୍ତ ହୋଇ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବ୍ରୋଞ୍ଜ ପଦକ ପାଇଁ ଭାରତ ଗ୍ରେଟ ବ୍ରିଟେନକୁ ଭେଟିବ ।…

୨୦୨୩ ଡିସେମ୍ବର ସୁଦ୍ଧା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର, ୬୭ ଏକର ଜମିରେ ନିର୍ମାଣ ଚାଲିଛି…

କନକ ବ୍ୟୁରୋ : ଅଯୋଧ୍ୟାରେ ନିର୍ମାଣ ହେଉଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ଭକ୍ତଙ୍କ ପାଇଁ ୨୦୨୩ ଡିସେମ୍ବର ମାସରୁ ଖୋଲିବ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୨୩ ଶେଷ ସୁଦ୍ଧା ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୁହାଯାଇଛି କି ଏହି ଅବଧି ମଧ୍ୟରେ ମନ୍ଦିର…