କନକବ୍ୟୁରୋ :ଚାଲିଛି ପ୍ରଚାର । ମଇଦାନରେ ହେଭିୱେଟ ନେତା । ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ, ସେପଟେ ପଶ୍ଚିମବଙ୍ଗରେ ଅମିତ ଶାହା , ତେଲେଙ୍ଗାନାରେ ଜେପି ନଡ୍ଡା ପ୍ରଚାର କରିଥିବାବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରଚାର ଦେଖିବାକୁ ମିଳିଛି । ବିଭିନ୍ନ ପ୍ରସଙ୍ଗ ଉଠାଇ ପରସ୍ପର ଉପରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଜେପି ନେତା