Daily Archives

August 4, 2021

ଯାଜପୁରରେ ଗଜା ମରୁଡି ଆଶଙ୍କା । ବର୍ଷା ଅଭାବରୁ ଫାଟି ଆଁ କରିଛି ତଳେ ଘେରା, ଉଠା ଜଳସେଚନ ପ୍ରକଳ୍ପ କାମ କରୁନଥିବାରୁ…

କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ ଆବଶ୍ୟକତା ଠାରୁ ବହୁତ କମ ବର୍ଷା ହୋଇଥିବା ବେଳେ ଚାଷୀ ଭାବିଥିଲା ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଆଣି ଧାନ ଚାଷ କରିବ । ହେଲେ ଉଠା ଜଳ ସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଖରାପ ହୋଇ ପଡିଥିବାରୁ ଚିନ୍ତାରେ ଏବେ ଶହଶହ ଚାଷୀ । ହଜାର ହଜାର ଏକର ଚାଷ ଜମି ଫାଟି…

ମାଲକାନଗିରି ସ୍ୱାଭିମାନ ଅଂଚଳକୁ ରାସ୍ତା ଅଡୁଆ । ବର୍ଷା ପୂର୍ବରୁ ରାସ୍ତା କାମ ଅଧାରେ ଛାଡି ଦେଇଛି ପୂର୍ତ୍ତ ବିଭାଗ ।

କନକ ବ୍ୟୁରୋ: କାଦୁଅ ରାସ୍ତାରେ ଅଟକି ଯାଇଛି ସ୍ୱାଭିମାନ ଅଂଚଳର ବିକାଶ ଗାଡି । ବର୍ଷା ପୁର୍ୱରୁ ସ୍ୱାଭିମାନ ଅଂଚଳର ଅଧିକାଂଶ ନିର୍ମାଣାଧିନ ରାସ୍ତା ଏବେ ଅଧା ପନ୍ତରିଆ ଅବସ୍ଥାରେ ଅଟକି ରହିଛି । ନାଁ ଆମ୍ବୁଲାନ୍ସ ପହଁଚି ପାରୁଛି ନା ପିଡିଏସ ସାମଗ୍ରୀ । ଗୁରୁପ୍ରୀୟା ସେତୁ ହେବା ପରେ…

ଖବର ବାଜିଲା, କାର୍ଯ୍ୟାନୁଷ୍ଠାନ ହେଲା । ଥାନା ଭିତରେ ଓକିଲଙ୍କୁ ମାଡ଼ ଘଟଣାରେ ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ

କନକ ବ୍ୟୁରୋ: ଖବର ବାଜିଲା କାର୍ଯ୍ୟାନୁଷ୍ଠାନ ହେଲା । ଥାନା ଭିତରେ ଓକିଲଙ୍କୁ ଚାପୁଡ଼ା ପୋଲିସ ବାବୁ ଚାପୁଡ଼ା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନୟାପଲ୍ଲୀ ପୋଲିସ ଷ୍ଟେସନର ଏଏସଆଇ ବି.କେ ବାର୍ଲାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ସୋର ପୋଲିସ ଷ୍ଟେସନର ଏସଆଇ ସିଏସ…

ବିହାର ନାଳନ୍ଦାରେ ଅଭାବନୀୟ ଘଟଣା, ଜମି ବିବାଦକୁ ନେଇ ଫୁଟିଲା ଗୁଳି, ୫ ମୃତ,୨ ଗୁରୁତର

କନକ ବ୍ୟୁରୋ : ବିହାର ନାଳନ୍ଦା ନିକଟ ଛବିଲାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଉଭୟ ପକ୍ଷରୁ ଗୁଳି ଚଳାଯାଇଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଛବିଲାପୁର ଥାନା ଅଞ୍ଚଳ ଲୋଦିପୁର ଗାଁରେ ଦୁଇ ପଟିଦାର…

କୁନି ପୁଅ ପାଇଁ ଟଳିଗଲା ବଡ ଧରଣର ଦୁର୍ଘଟଣା । ନାଲି କପାଡା ଦେଖି ଅଟକିଲା ଟ୍ରେନ୍, ବର୍ତ୍ତିଗଲେ ଶହ ଶହ ଯାତ୍ରୀ

ମାତ୍ର ସାତ ବର୍ଷର ନାବାଳକ ପାଇଁ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଯାଇଛି । ମୁକୁନ୍ଦପୁରର ଦୀପ୍‌ ନସ୍କର (୭) ସୋମବାର ମଧ୍ୟାହ୍ନରେ ନିଜ ଘର ନିକଟରେ ଥିବା ରେଳ ଧାରଣା ନିକଟରେ ଖେଳୁଥିଲା । ହଠାତ୍‌ ତା ନଜର ପଡ଼ିଲା ରେଳ ଧାରଣାରେ ଥିବା ଏକ ଫାଟ ଉପରେ । ସେ ତୁରନ୍ତ ଯାଇ ମା’ଙ୍କୁ ଏକଥା…

ଟୋକିଓ ପଡ଼ିଆରେ ବଡ ଲଢେଇ । ଭାରତ-ଆର୍ଜେଂଟିନା ସେମିଫାଇନାଲ ଫାଇଟ୍, ୧-୧ରେ ଚାଲିଛି ମ୍ୟାଚ

କନକ ବ୍ୟୁରୋ: ଟୋକିଓ ପଡିଆରେ ଜାରି ରହିଛି ବଡ ଲଢେଇ । ସେମିଫାଇନାଲ ଫାଇଟ୍ରେ ଆର୍ଜେଂଟିନାକୁ ମୁକାବିଲା କରୁଛି ଭାରତୀୟ ମହିଳା ହକି ଦଳ । ବିଶ୍ୱର ୫ନଂବର ଦଳ ଆର୍ଜେଂଟିନାକୁ ସେମିଫାଇନାଲରେ ପ୍ରଥମ ଗୋଲ ଦେଇଛି ଭାରତ । ଖେଳ ଆରମ୍ଭରୁ ମାତ୍ର ଦେଢ ମିନିଟ୍ରେ ଟିମ୍ ଇଣ୍ଡିଆର ଗୁରଜିତ୍ କୌର…