Daily Archives

July 28, 2021

ମୋଦୀଙ୍କ ବିରୋଧରେ ମମତା ବାନ୍ଧୁଛନ୍ତି ମେଳି । ସୋନିଆଙ୍କୁ ଭେଟିଲେ ଦିଦି । କହିଲେ, ବିଜେପିକୁ ପରାସ୍ତ କରିବାକୁ…

କନକ ବ୍ୟୁରୋ: ମୋଦୀ ସରକାର ଓ ବିଜେପି ବିରୋଧରେ ମେଳି ବନ୍ଧିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୪ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମମତା ମାରାଥନ ମିଟିଂ କରିଛନ୍ତି ଆଉ ବିଜେପି ବିରୋଧି ସାମୁଖ୍ୟକୁ ଜୋରଦାର କରିବା ପାଇଁ ଗୋଟିଏ ପରେ ଗୋଟିଏ ହେବିୱେଟ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଜୁଲାଇ ୩୧ ତାରିଖ ଦିନ ସନ୍ଧ୍ୟା ସମୟରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ…

ମୋଦୀ ସରକାର ଆଣିବେ ନୂଆ ଆଇନ, ବ୍ୟାଙ୍କ ବୁଡିଗଲେ ୯୦ ଦିନ ମଧ୍ୟରେ ଖାତାଧାରକଙ୍କୁ ସର୍ବାଧିକ ମିଳିବ ୫ ଲକ୍ଷ ଟଙ୍କା

କନକ ବ୍ୟୁରୋ : ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି),ୟେସ ବ୍ୟାଙ୍କ, ଲକ୍ଷ୍ମୀବିଳାସ ବ୍ୟାଙ୍କ ଭଳି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କୁ ସରକାର ଏବେ ସହାୟତାର ହାତ ବଢାଇଛନ୍ତି । ବୁଧବାର ଦିନ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଡିଆଇସିଜିସି ନିୟମର…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲା, ହେଲେ ଟଙ୍କା ହଡପ କରିନେଲା ଠିକାଦାର । ସୁନ୍ଦରଗଡ ପଞ୍ଚରା ପଞ୍ଚାୟତରୁ…

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ପଞ୍ଚରା ପଞ୍ଚାୟତରୁ ଆସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅସଲ ଚିତ୍ର । ଗରିବ ଲୋକଙ୍କୁ ଘର ମିଳିଛି ସତ ହେଲେ ଘର ସମ୍ପୂର୍ଣ୍ଣ ନକରି ଟଙ୍କା ହଡପ କରିନେଇଛନ୍ତି ଠିକାଦାର । ଆଉ ଲୋକମାନଙ୍କ ଅବସ୍ଥା ପୂର୍ବରୁ ଯେମିତି ଏବେ ବି ସେମିତି । ସୁରେନ୍ଦ୍ର…

ପଦାକୁ ଆସିଲା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର ମହାଦୁର୍ନୀତି । ଖାଇଗଲେ ଅଢ଼େଇ କୋଟି ଟଙ୍କା । ପ୍ରକୃତ କାମ ହୋଇନି,…

କନକ ବ୍ୟୁରୋ: ଗାଁ ଲୋକଙ୍କୁ ପକ୍କା ସଡକ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସବୁ ଦିନିଆ ରାସ୍ତା ନିର୍ମାଣ କରାଯାଉଛି । ହେଲେ କେନ୍ଦ୍ରାପଡା ଆଳି ବ୍ଲକ ଦ୍ୱୀପାଞ୍ଚଳ ଏକମାଣିଆ ପଞ୍ଚାୟତବାସୀଙ୍କୁ ପକ୍କା ସଡକ ଯୋଗାଇ ଦେବାର ସ୍ୱପ୍ନ ଦେଖାଇ କେବଳ କାଗଜ କଲମରେ ରାସ୍ତା…

କଳାହାଣ୍ଡି ଜୁନାଗଡ ନିୟନ୍ତ୍ରିତ ବଜାର କମିଟିର ମନମାନୀ । ସୁବିଧା ସୁଯୋଗ ନାଁରେ ଚାଷୀଙ୍କ ଠାରୁ ଆଦାୟ କରୁଛି କୋଟି…

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟିରେ ଥିବା ଅନେକ ମଣ୍ଡିରେ କିଛି ସୁବିଧା ନାହିଁ କିନ୍ତୁ ସୁବିଧା ସୁଯୋଗ ଯୋଗାଉଥିବା ନାଁରେ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ଟିକସ କସି ନେଉଛି । ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡିଛି, ବର୍ଷା ହେଲେ ଧାନ ଭିଜି…