Daily Archives

July 28, 2021

ନକଲି ହେଲମେଟକୁ ସାବଧାନ…! ଚାଲାଣରୁ ବଞ୍ଚାଇବ କିନ୍ତୁ ଜୀବନ ନୁହେଁ । ସଚେତନ ସହ ସତର୍କ କରାଇଲେ ପୋଲିସ ବାବୁ ।

କନକ ବ୍ୟୁରୋ : ଦୁଇ ଚାରି ହାତୁଡି ପାହାର ବାଜିଲା, ହେଲମେଟ କଣା ହୋଇଗଲା ।  ଏମିତି ହେଲମେଟ ଦୁର୍ଘଟଣା ସମୟରେ ଚାଳକଙ୍କର କଣ ବା ଜୀବନ ବଞ୍ଚାଇବ? କିନ୍ତୁ ସବୁ ହେଲମେଟରେ ପାହାର ବସିଲେ ଯେ ଏମିତି ଅବସ୍ଥା ହେବ ତାହା ନୁହେଁ କି ସବୁ ହେଲମେଟ ସୁରକ୍ଷିତ ନୁହେଁ ସେକଥା ଭାବିବା ମଧ୍ୟ ଭୁଲ ।…

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ହଂସପାଳ ନିକଟରେ ନଦୀକୁ ଡେଇଁଲା ବେଳେ ଧରିପକାଇଲେ ଲୋକ ।

କନକ ବ୍ୟୁରୋ: ନଦୀକୁ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବତୀଙ୍କୁୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁବା ଉଦ୍ୟମ କରୁଥିଲେ ଯୁବତୀ । ତେବେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ବାରମ୍ବାର ପାଟି କରି…

ସୋନିଆଙ୍କୁ ଭେଟିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା , କହିଲେ, ପଶ୍ଚିମବଙ୍ଗ ପରେ ଏବେ ପୁରା ଦେଶରେ…

କନକ ବ୍ୟୁରୋ : ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା ସୋନିଆଙ୍କୁ ଭେଟିବା ପୂର୍ବରୁ ପୁଣିଥରେ ଚିରାଚରିତ ଢଙ୍ଗରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ପେଗାସସ୍ ମାମଲାରେ…

ଘରେ ମିନି ଜଙ୍ଗଲ : ୮ଶହ ବର୍ଗଫୁଟରେ ୪ ହଜାର ଗଛ, ୧୫୦ରୁ ଉର୍ଦ୍ଧ୍ୱ ବିରଳ ପ୍ରଜାତି

କନକ ବ୍ୟୁରୋ :  ସୃଷ୍ଟିକର୍ତ୍ତା ସ୍ୱଚ୍ଛ ବାୟୁ, ଜଳ, ସୂର୍ଯ୍ୟକିରଣ, ସବୁଜିମାରେ ସଜାଇଦେଇଛନ୍ତି ପ୍ରକୃତିକୁ ରାଣୀକୁ । ଏସବୁକୁ ଆଧାର କରି ବଂଚିଛି ମାନବ । ପ୍ରକୃତି ବଂଚିଲେ ମଣିଷ ବଂଚିବ । ଏହାକୁ ହୃଦୟଙ୍ଗମ କରି ଏହାର ସଂରକ୍ଷଣ ଦିଗରେ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବାସିନ୍ଦା…

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିଲେ ଆମେରିକାର ବୈଦେଶିକ ମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ…

କନକ ବ୍ୟୁରୋ : ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟରେ ଦିଲ୍ଲୀରେ ବୈଠକ ହୋଇଛି । ଦେଢ ଘଂଟାର ଏହି ବୈଠକ ପରେ ବିଦେଶମନ୍ତ୍ରୀ ଜୟଶଂକର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ଲିଙ୍କେନ ଭେଟିବାର…

କରୋନା ସଂକ୍ରମଣ ପାଇଁ ଥରକୁ ଥର ହେଉଛି ଲକଡାଉନ୍ : ଏଯାଏଁ ଖୋଲୁନି ମଲ୍, ବଢୁଛି କର୍ମଚାରୀଙ୍କ ସମସ୍ୟା; କହିଲେ, ଅଧା…

କନକ ବ୍ୟୁରୋ : କରୋନା କଟକଣା ପାଇଁ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବ୍ୟାପାର ଗଭୀର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଅନଲକ କରୁଥିବା ବେଳେ ରେଷ୍ଟୁରାଂଟ ଖୋଲିବା ଉପରେ କଟକଣା ରହିଛି । ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ରହିଛି । କରୋନା…