Daily Archives

January 17, 2021

ଟିକାକରଣ ନେଇ ଆସିଲା ଉତ୍ସାହଜନକ ଖବର । ଟିକା ନେଇଥିବା ବ୍ୟକ୍ତି କହିଲେ, ଅଛନ୍ତି ସୁସ୍ଥ, ଅନୁଭବ କରୁନାହାନ୍ତି…

କନକ ବ୍ୟୁରୋ : କରୋନା ଟିକା ନେଇ ଯେତିକି ବ୍ୟାକୁଳତାର ସହ ଲୋକେ ଅପେକ୍ଷା କରିଥିଲେ, ମନରେ ରହିଥିଲା ସେତିକି ଆଶଙ୍କା । ତେବେ ପ୍ରଥମ ଦିନର ଟିକାକରଣ ଅନେକ ଆଶ୍ୱସ୍ତି ଆଣିଦେଇଛି । ଟିକା ନେଇଥିବା ବ୍ୟକ୍ତି କହିଛନ୍ତି, ସେମାନଙ୍କ ଦେହରେ ବିଶେଷ କିଛି ପ୍ରାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇନି ।…

ଝିଅକୁ ମାରିବାକୁ ଡ୍ରାଇଭରକୁ ସୁପାରୀ ଦେଇଥିଲା ମାଆ । ମୁଣ୍ଡକୁ ଛେଚି ମାରିବା ପରେ ପାଣିରେ ପିଙ୍ଗି ଦେଇଥିଲେ…

କନକ ବ୍ୟୁରୋ: ଝିଅକୁ ମାରିବା ପାଇଁ ମା ଦେଲା ସୁପାରୀ । ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ୩୬ ବର୍ଷର ବିବାହିତା ଝିଅକୁ ଜୀବନରେ ମାରିଦେବା ପାଇଁ ୫୮ବର୍ଷିୟ ମା ଦେଇଥିଲା ସୁପାରୀ । ପୋଲିସର ସୂଚନା ଅନୁସାରେ ଝିଅ ମଦ ବେପାର କରିବା ସହିତ ଅନେକ ଅନୈତିକ କାର୍ଯ୍ୟରେ…

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୬ରେ ଅଲଆଉଟ । ଅଷ୍ଟ୍ରେଲିଆ ୫୪ରେ ଆଗୁଆ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବ୍ରିସବେନସ୍ଥିତ ଗ୍ୟାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍‍ର ତୃତୀୟ ଦିବସରେ ଶେଷ ହୋଇଥିବା ପ୍ରଥମ ଇନିଙ୍ଗ୍‌ସ୍‌ରେ ଭାରତ ୩୩୬ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନରେ ଅଷ୍ଟ୍ରେଲିଆ ୬ ଓଭରରେ ୨୧ ରନ କରିଛି । ଏହାସହ ୫୪ ରନରେ ଆଗୁଆ…

ଅପରାଜିତା ଆରମ୍ଭ କଲେ ‘ସମର୍ଥ’ ଟ୍ରଷ୍ଟ । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ କରାଯିବ…

କନକ ବ୍ୟୁରୋ: ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସମର୍ଥ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ। ଏହି…

ଶତାବ୍ଦୀଙ୍କୁ ସନ୍ତୁଷ୍ଟ କରିବାକୁ ମମତା ନେଲେ ଏଭଳି ପଦକ୍ଷେପ । ବିଜେପିରେ ଯୋଗଦେବା ପୂର୍ବରୁ ଦିଦି ଖେଳିଲେ କ୍ଷମତା…

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହେବାରେ ଲାଗିଛି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ବିଧାୟକ ଓ ସାଂସଦ ମାନେ ମମତାଙ୍କୁ ଚକମା ଦେଇ ବିଜେପିରେ ସାମିଲ ହେଉଥିବା ବେଳେ ଏବେ ସେମାନଙ୍କୁ ଅଟକାଇବାକୁ ମମତା ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ।…

ଫୁଲ ଖାଇଯାଉଛି ପୋକ । ଅମଳ ଆଗରୁ ଚିନା ବାଦାମ ବିଲରେ ଆତଙ୍କ ସୃଷ୍ଟି କରିଛି ରୋଗ ପୋକ ।

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ହୋଇଛି କାଳମୁଣ୍ଡି ପୋକ । ଖାଇ ସଫା କରିଦଉଛି ସୁନାର ଫସଲ । ଦିନ କେଇ ଟାରେ ଅମଳ ହୋଇଥାନ୍ତା ଚିନା ବାଦାମ । ହେଲେ ଅମଳ ଆଗରୁ ଫସଲରେ କାଳମୁଣ୍ଡି ପୋକ ଲାଗିବାରୁ ଗଛ ସବୁ ନଷ୍ଟ ହୋଇଗଲାଣି । ଚାଷି ଫସଲ ବଂଚାଇବା ପାଇଁ କିଟନାଶକ ପ୍ରୟୋଗ କଲେ ବି କିଛି ଲାଭ…