Daily Archives

January 15, 2021

ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ…

କନକ ବ୍ୟୁରୋ : ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍୍ । ଏଥର ଅର୍ଜୁନ ତେନ୍ଦୁଲକରଙ୍କ ପାଖରେ ଆଇପିଏଲ ଖେଳିବାର ସୁଯୋଗ ରହିଛି । କାରଣ ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ…

ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା…

କନକ ବ୍ୟୁରୋ : ମୋବାଇଲ ଆପ୍  ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣ ଆତ୍ମହତ୍ୟା କରିବା ପରେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଏହି ମାମାଲାରେ ୨୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଏପରିକି ଏହି ଘଟଣା ପରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା…

ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ,…

କନକ ବ୍ୟୁରୋ : କରୋନା ବିରୋଧି ଲଢେଇରେ ଭାରତର ଭୂମିକାକୁ ପ୍ରଂଶାସା କଲେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା । କରୋନା ମହାମାରୀ ସମୟରେ ପୂରା ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ଭାରତ ବେଶ ଦକ୍ଷତାର ସହ ଏହାର ମୁକାବିଲା କରିଥିବା ସେ…

ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ,…

କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍କୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଆନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଙ୍କ…

କାଗଜପତ୍ରରେ ଲାଗିଛି ଗଛ, ହେଲେ ପଡିଆ ପଡିଛି ଜଙ୍ଗଲ । ଯାଜପୁର ଦାନଗଦିରେ ବନୀକରଣ ନାଁରେ କୋଟିଏରୁ ଅଧିକ ଟଙ୍କା ଚଳୁ,…

କନକ ବ୍ୟୁରୋ : ବନୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ହେଲେ ବନୀକରଣ ହୋଇଥିବା ସ୍ଥାନ ପଡିଆ ପଡିଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକରେ ବନୀକରଣର ଏଭଳି ଅନିୟମିତତାର ଅଭିଯୋଗ ଆସିଛି । ଆରଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ବର୍ଷ ହେଲାଣି, ଏକାଧିକ ସ୍ଥାନରେ…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ପ୍ରୟାସ । ୪୪ଟି ସ୍ଥାନରୁ ନିଧି ସମର୍ପଣ ଅଭିଯାନର ଶୁଭାରମ୍ଭ ।…

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆଜିଠୁ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି । ସାରା ଦେଶରେ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି । ଦେଶର ୪୪ଟି ସ୍ଥାନରେ ସଂଗ୍ରହ କରାଯିବ ପାଣ୍ଠି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ…