Daily Archives

January 28, 2021

ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଚଳଚ୍ଚିତ୍ରର ନାଁ ‘ତୁ ଭାରି ବିଉଟିଫୁଲ୍’ ।

କନକ ବ୍ୟୁରୋ : ‘ତୁ ଭାରି ବିଉଟିଫୁଲ୍’ ଫିଲ୍ମର ୱାର୍ଲ୍ଡ ଟେଲିଭିଜନ ପ୍ରିମିଅର ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ । ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହି ତ୍ରିକୋଣୀୟ ପ୍ରେମ…

ଆଜିଠୁ ମଞ୍ଜରୀରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’  

କନକ ବ୍ୟୁରୋ : ଆଜି ଠାରୁ ଅପରାହ୍ନ ୩ ଟା ଓ ରାତି ୯ଟାରେ ‘ମଞ୍ଜରୀ’ରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’ର ପ୍ରଥମ ଅଧ୍ୟାୟ । ମଞ୍ଜରୀର ଏହି ନୂଆ ରିଅଲିଟି ଶୋ’ର ପ୍ରଥମ ଅଧ୍ୟାୟରେ ଭାଗନେଇଛନ୍ତି ଓଡିଆ ଗଣମାଧ୍ୟମର ପରିଚିତ ଉପସ୍ଥାପିକା ସୌମ୍ୟା ତ୍ରିପାଠୀ, ନିଳିମା ପ୍ରିୟଦର୍ଶିନୀ, ସୃତିଲଗ୍ନା…

ଏଲଏସିରେ ଚୀନକୁ ଚେକମେଟ ଦେବା ଲାଗି ଭାରତୀୟ ସେନାର ନୂଆ ରଣନୀତି । ସେନା ଅଧିକାରୀ କରିବେ ତିବ୍ଦତୀୟ ଅଧ୍ୟୟନ ।

କନକ ବ୍ୟୁରୋ: ଚୀନକୁ  ପ୍ରତିରୋଧ କରିବା ପାଇଁ ତିବ୍ଦତୀୟ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇଛି ଭାରତୀୟ ସେନା । ଗତ ବର୍ଷ ଠାରୁ ଉତ୍ତର ଲଦାଖ ଠାରେ ଭାରତ ଚୀନ ମଧ୍ୟରେ ଚାଲିଥିବା ବିବାଦ ଭିତରେ ନୂଆ ରଣନୀତି ପ୍ରସ୍ତୁତ କରିଛି ଭାରତ । ତିବ୍ଦତର ଭାଷା, ସଂସ୍କୃତି ଓ ଇତିହାସକୁ ଅଧ୍ୟୟନ କରିବା…

ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ।…

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ସେଠାରେ ପତାକା ଲଗାଇଥିବା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା । ଏହି ଘଟଣାରେ ୨୩ ବର୍ଷୀୟ ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ର୍ନାରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସେପଟେ ତାଙ୍କୁ…

ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ମୃତଦେହ ଫୋପାଡିବାକୁ ହୋଇଥିଲା ଷଡଯନ୍ତ୍ର ।

କନକ ବ୍ୟୁରୋ : ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ପ୍ରୟାସ । ମୃତଦେହ ଫୋପାଡିବାକୁ ଅଭିଯୁକ୍ତ କରିଥିଲେ ଷଡଯନ୍ତ୍ର । ସିସିଟିଭି ଫୁଟେଜରେ ଦୁଇ ଜଣ ଝରାଫୁଲଙ୍କୁ ନେଇକି ଯାଇଥିଲେ । ପଛରେ ବସିଥିଲା ରାକେଶ । ସ୍କୁଟି ଚଲାଉଥିବା…

ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ତଳକୁ ଖସିଲା ଭାରତ । ୬ଟି ସ୍ଥାନ ତଳକୁ ଖସି ୮୬ତମ ସ୍ଥାନରେ ରହିଲା

କନକ ବ୍ୟୁରୋ: ବିଶ୍ୱର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି । ୧୮୦ଟି ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତି ଆଧାରରେ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତ ୨୦୨୦ରେ ୮୬ ତମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି…