Daily Archives

January 4, 2021

ବାଇକ୍ ଚଳାଇବେ, କିନ୍ତୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବନି । ଭାରତୀୟ କମ୍ପାନି ନିର୍ମାଣ କଲା ଏହି ଷ୍ଟାଇଲିସ୍…

କନକ ବ୍ୟୁରୋ : ଗାଡ଼ି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ମାତ୍ର ହାଇଦ୍ରାବାଦରେ ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍‌ ହୋଇଛି ଯାହାକୁ ଚଳାଇବା ପାଇଁ ଚାଳକଙ୍କୁ ଡ୍ରା‌ଇଭିଂ ‌ଲାଇସେନ୍ସର ଆବଶ୍ୟକତା ନାହିଁ। ଗାଡ଼ିଟି ଆନ୍ତର୍ଜାତୀୟ ଅଟୋମୋବାଇଲ୍ ଟେକ୍ନୋଲୋଜି…

ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ,…

କନକ ବ୍ୟୁରୋ: ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ ବୋଲି ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଦେଶରେ…

୩୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲା ଡାକ୍ତରଙ୍କ ଜୀବନ ।

କନକ ବ୍ୟୁରୋ : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଦଣ୍ଡିକିରି-ବଳଦିଆ ଓଭର ବ୍ରିଜରେ ସୋମବାର ଅପରାହ୍ନରେ ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ ଚଳାଉଥିବା ଡାକ୍ତର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ଵରର ଏକ ହସ୍ପିଟାଲରେ…

ଚାଲ୍ ଖେଳୁଛନ୍ତି ଟ୍ରମ୍ପ: ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ପ୍ରୟାସ । ଜର୍ଜିଆରେ ବାଇଡେନଙ୍କ ବିଜୟକୁ…

କନକ ବ୍ୟୁରୋ: ଇଲେକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ…

ମଣ୍ଡିରେ କାହିଁକି ହଲାପଟା ହେଉଛନ୍ତି ଚାଷୀ? ଧାନ କିଣାରେ ଅବ୍ୟବସ୍ଥାକୁ ରେଙ୍ଗାଲିରେ ବିରୋଧ, ଘଣ୍ଟା ଘଣ୍ଟା ଧରି…

କନକ ବ୍ୟୁରୋ : ଧାନ କିଣାବିକାକୁ ନେଇ ସାରା ରାଜ୍ୟରୁ ସବୁବେଳେ ଖବର ଆସୁଛି । କେତେବେଳେ ବିଳମ୍ବିତ ମଣ୍ଡି ଯୋଗୁଁ ଚାଷୀ ରାତି ଜଗୁଆଳି ସାଜୁଛି ପୁଣି କେତେବେଳେ ଧାନ ବୋଝେଇ ଗାଡିକୁ ରାସ୍ତା ଉପରେ ରଖି ରାସ୍ତାରୋକ କରୁଛନ୍ତି । ଆଜି ସମ୍ବଲପୁର-ଝାରସୁଗୁଡା ରାଜରାସ୍ତା ଉପରେ ସେମିତି ଏକ ଦୃଶ୍ୟ…

ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ଦେଶରେ ଦୁଇଟି ଟିକାକୁ ଅନୁମତି ପରେ ମୋଦି କହିଲେ, ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର…

କନକ ବ୍ୟୁରୋ: ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଖୁବ ଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ଉଦବୋଧନ…