Daily Archives

January 25, 2021

୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଚାଷୀଙ୍କୁ ପ୍ରଶଂସା କରି କହିଲେ, ଦେଶକୁ କରିଛନ୍ତି…

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସଂବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶରେ ଦୀର୍ଘ ଦିନରୁ କୃଷି ନୀତିରେ ସୁଧାରକୁ ଅପେକ୍ଷା ଥିଲା, ଏହା ଚାଷୀଙ୍କୁ ଲାଭ ପହଁଚାଇବ । ରାଷ୍ଟ୍ରପତି କହିଛନ୍ତି…

ବାଲେଶ୍ବରରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ସମୁଦ୍ରରୁ ମିିଳିଲା ମୃତଦେହ, ପୁଲିସର ଛାନଭିନ୍ ଜାରି 

କନକ ବ୍ୟୁରୋ: ଫୋନ୍‌ କରି ଡାକିଲେ ଆଉ ହତ୍ୟା କରି ସମୁଦ୍ରକୂଳରେ ଶବ ପୋତି ଫେରାର ହୋଇଗଲେ। ଦୁଇଦିନ ତଳେ ନିଖୋଜ ଥିବା ବାଲେଶ୍ବର ଖନ୍ତାପଡା ଥାନା ଉସଙ୍ଗ ଅଞ୍ଚଳର ଜୟନ୍ତ ମଳିକଙ୍କ ମୃତଦେହ ଆଜି ଅପରାହ୍ନରେ ଗୋପାଳପୁର ଫାଣ୍ଡି ପୁଲିସ ସମୁଦ୍ରରୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି।…

ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଓଡ଼ିଶାର…

କନକ ବ୍ୟୁରୋ : ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଆଉ ଓଡ଼ିଶାର ୬ ଜଣଙ୍କୁ ଏହି ପଦ୍ମ ପୁରସ୍କାର ମିଳିବାକୁ ଘୋଷଣା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରତିଭାସମ୍ପନ୍ନ…

ପବ-ଜି ଗେମର ଜାଗା ନେବାକୁ ଆସୁଛି ଫୌ-ଜି । ଜାନୁଆରୀ ୨୬ରେ ହେବ ଲଞ୍ଚ

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ଗେମିଂ ଆପ୍ ପବ-ଜି ଭାରତରୁ ବ୍ୟାନ୍ ହେବା ପରେ ଏବେ ଆସୁଛି ଫୌ-ଜି । ଯାହାକି ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଲଞ୍ଚ ହେବ । ଏହା ପୂର୍ବରୁ କମ୍ପାନୀ ପ୍ଲେ-ଷ୍ଟୋରରେ ଏହାର ପ୍ରି ରେଜିଷ୍ଟ୍ରେସନ ଆରମ୍ଭ କରିଛି । ଆଣ୍ଟ୍ରୋଏଡ୍ ୮ କିମ୍ବା ଏହାଠାରୁ…

୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା । ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର 

କନକ ବ୍ୟୁରୋ : ୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । ୭ଟି ବର୍ଗରେ ପୁରସ୍କାର ପାଇବେ ୨୦ ଜଣ ପୋଲିସ ଅଧିକାରୀ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଆଇଜି ଜୟନାରାୟଣ ପଙ୍କଜ ଓ ଅନିରୁଦ୍ଧ ସିଂ, ଏସପି ବ୍ରିଜେଶ କୁମାର ରାଏ, ମିତ୍ରଭାନୁ ମହାପାତ୍ର, ଏସପି…

ଘୋଷଣା ହେଲା ପଦ୍ମ ପୁରସ୍କାର । ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ କେଉଁ ପୁରସ୍କାର?

କନକ ବ୍ୟୁରୋ : ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ଯେଉଁଥିରୁ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ୭ ପଦ୍ମବିଭୂଷଣ ବିଜେତାଙ୍କ ମଧ୍ୟରୁ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । କଳା…