Daily Archives

January 6, 2021

ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା ।

କନକ ବ୍ୟୁରୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି । ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର…

ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ…

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତର ଭାରତ । ଏହା ମଧ୍ୟରେ ଜାମ୍ମୁକାଶ୍ମୀରରୁ ବରଫ ପାତର ଯେଉଁ ଚିତ୍ର ଆସିଛି, ତାହା ଆପଣଙ୍କ ଆଖିକୁ ତାଜା କରିଦେବ । ଲଗାତର ୪ ଦିନ ଧରି ଶ୍ରୀନଗରରେ ଜାରି ରହିଛି ବରଫ ପାତ । ଫଳରେ ଜାମ୍ମୁ-ଶ୍ରୀନଗରକୁ ସଂଯୋଗ କରୁଥିବା ରାଜପଥରେ ଗମନାଗମନ ପୁରା ଠପ୍…

ଇସ୍ରୋର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ କରାଯାଇଥିଲା ଷଡଯନ୍ତ୍ର । ତିନି ବର୍ଷ ତଳେ ଖାଦ୍ୟରେ…

କନକ ବ୍ୟୁରୋ : ଆମେ ଯାହା କହିବାକୁ ଯାଉଛୁ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କୌଣସି ଚଳଚିତ୍ରର କାହାଣୀ ଠାରୁ କିଛି କମ୍ ନୁହେଁ । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ଦିଆଯାଇଥିଲା ବିଷ । ତିନି ବର୍ଷ ତଳେ ଦୋଷା ସହ ବିଷ ଦିଆଯାଇଥିବା କହିଛନ୍ତି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ…

ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ…

କନକ ବ୍ୟୁରୋ : କରୋନାର ଉତ୍ପତି ସ୍ଥଳ ବିଷୟରେ ଜାଣିବା ପାଇଁ ବେଜିଂରେ ଓହ୍ଲାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳକୁ ଯିବାକୁ ବାରଣ କରିଛି ଚୀନ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଧାହୋନମ୍ ଟେଡ୍ରୋସ୍ । ଟେଡ୍ରୋସ୍…

ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ…

କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିଟେନର ଚିନ୍ତା ବଢି ଯାଇଛି । ସ୍ଥିତିକୁ ଦେଖି ଫେବ୍ରୁଆରୀ ୧୫ ଯାଏଁ ବ୍ରିଟେନରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍…

ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ…

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଲୋକଙ୍କୁ ମିଳିଯିବ କରୋନା ଟିକା । ବାସ୍ ଟିକାର ଦାମ୍ ସ୍ଥିର ହୋଇଗଲେ ହେଲା । ଏନେଇ ଏବେ ଟିକା ତିଆରି କରୁଥିବା ସଂସ୍ଥା ସହିତ ଭାରତ ସରକାର ଆଲୋଚନା ଜାରି ରଖିଛନ୍ତି । ଭାରତ ସରକାର ବଡ ପରିମାଣରେ ଟିକା ମଗାଇବାକୁ ଥିବାରୁ , ଏବେ ଦାମ୍ ଆଉ କିଛିଟା…