Daily Archives

January 17, 2021

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ । କେନ୍ଦୁଝର କାଶୀପୁର ନିକଟରେ ଆକ୍ରମଣ ଅଭିଯୋଗ । ଥାନାରେ ମାମଲା ରୁଜୁ ।

କନକ ବ୍ୟୁରୋ: ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ । ପିସିସି ସଭାପତି ନିରଞ୍ଜନଙ୍କ ଗାଡି ଉପରକୁ ଆକ୍ରମଣ । ଆକ୍ରମଣ ବେଳେ ଗାଡିରେ ଥିଲେ ନିରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ କରିବାକୁ ଗଲାବେଳେ ଦୁର୍ବୃତ୍ତଙ୍କୁ ଅଟକାଇଲେ…

ତାଲାବନ୍ଦ ବେଳେ ଶିକ୍ଷକ ପାଇଲେ ଆତ୍ମନିର୍ଭରଶୀଳତାର ନୂଆ ଦିଗ । କିଚେନ ଗାର୍ଡନ କରି କାଟୁଥିଲେ ସମୟ । ହେଲେ ନୂଆ…

କନକ ବ୍ୟୁରୋ: ଶିକ୍ଷକ ଦେଲେ ଆତ୍ମନିର୍ଭରଶୀଳ ର ନୂତନ ଶିକ୍ଷା ।  କରନା  ଅନେକ ଲୋକ ଙ୍କ ଜୀବନ ଜୀବିକା ରେ ବିଶେଷ ପ୍ରଭାବ ପକାଇଥିବା ବେଳେ ବଦଳି ଯାଇଛି ସେମାନଙ୍କ ଜୀବିକାର ପରିଚୟ ।  ଜୀବିକା ହରାଇ କେହି ନୂତନ  ଜୀବିକା ସନ୍ଧାନ ରେ ଥିବା ବେଳେ ନୂତନ ନୂତନ କର୍ମ ସଂସ୍ଥାନ ତିଆରି ହୋଇ…

ଭୂମିହୀନ ପରିବାର ମୁହଁରେ ଆହାର ଯୋଗାଇଛି ଛତୁ । ଚାକିରି ହରାଇ ପରିବାର ପ୍ରତିପୋଷଣ ପାଇଁ ଧର୍ମଶାଳାରେ ଛତୁଚାଷ ଆରମ୍ଭ…

କନକ ବ୍ୟୁରୋ : ଭୂମିହୀନ ପରିବାର ମୁହଁରେ ଆହାର ଦେଲା ଛତୁଚାଷ । ଚାକିରୀ ଚାଲିଯିବା ପରେ ଭୂମିହୀନ ପରିବାର ଦୀର୍ଘ ୧୩ ବର୍ଷଧରି ଛତୁ ଚାଷ କରି ପରିବାର ଚଳାଇବା ସହ ପିଲାଙ୍କୁ କରିପାରିଛନ୍ତି ଉଚ୍ଚଶିକ୍ଷିତ । ଆମେ କହୁଛୁ, ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁର ବୁଟୁକୁନୁ…

କନ୍ଧମାଳର କଦଳୀଚାଷୀ ହରିଶ୍ଚନ୍ଦ୍ର । ଅଢେଇ ଏକର ଜମିରେ ଜୈବିକ ପଦ୍ଧତିରେ କରୁଛନ୍ତି ଚାଷ । ଲାଭଜନକ ଫସଲରୁ ପାଉଛନ୍ତି…

କନକ ବ୍ୟୁରୋ : କଦଳୀ ଏକ ଲାଭ ଜନକ ଫସଲ । ଏହା ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଫୁଲବାଣୀ ବ୍ଲକ ବୁଡାଦାନି ଗାଁର ହରିଶ୍ଚନ୍ଦ୍ର ଦେହୁରୀ । ସରକାରଙ୍କ ଠାରୁ  ଋଣ ଆଣି ଅଢେଇ ଏକର ଜମିରେ ଜୈବିକ ପଦ୍ଧତି କଦଳୀ ଚାଷ କରିଛନ୍ତି । ଆଉ ଏହାଦ୍ୱାରା ନିଜେ ରୋଜଗାର କ୍ଷମ ହେବା ସହ ପୁଅକୁ ମଧ୍ୟ ସଫଳ…

ଆରାମ ନେବା ସମୟରେ ପରିଶ୍ରମ କରି ସଫଳତା ପାଇଛନ୍ତି ମାର୍ଶାଘାଇର ପଦନ ଲେଙ୍କା । ସମବାୟ ସମିତିରୁ ଋଣ ନେଇ ତିନି ଏକର…

କନକ ବ୍ୟୁରୋ : ପ୍ରାଥମିକ କୃଷି ସମବାୟ ସମିତିରୁ ରୁଣ ନେଇ ଆରମ୍ଭ କରିଥିଲେ ଚାଷ ଆଉ ସେଇ ଚାଷ ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ଏବଂ ରୋଜଗାର  । ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ସ୍ଥାନିୟ ଅଂଚଳରେ ଜଣେ ସଫଳ ଏବଂ ପ୍ରତିଷ୍ଠିତ ଚାଷି ଭାପରେ ସୁନାମ ଅର୍ଜନ କରିଛନ୍ତି  । ଏହି…

ପୁଣି ଆରମ୍ଭ ହେଲା ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ଛାନଭିନ । ଅଧିକ ଖୋଳତାଡ ପାଇଁ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା…

କନକ ବ୍ୟୁରୋ : ଦେଶରେ ସବୁଠାରୁ ବଡ ଚିଟଫଣ୍ଡ ଦୁର୍ନୀତି କରିଥିବା ରୋଜଭ୍ୟାଲି ସଂସ୍ଥା ବାବଦରେ ପୁଣି ଖୋଳତାଡ ଆରମ୍ଭ କରିଛି ସିବିଆଇ । ରୋଜଭ୍ୟାଲି ଗ୍ରୁପର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିବାର ଦିନକ ପରେ ଭୁବନେଶ୍ୱର ଆଣିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା…