Daily Archives

January 14, 2021

କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ…

କନକ ବ୍ୟୁରୋ : କରୋନା ଭୂତାଣୁର ଉତ୍ପତି ସ୍ଥଳ ନେଇ ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ବିଶ୍ୱ ମହାମାରୀର ମୂଳ ଖୋଜିବେକୁ ଚୀନରେ ପହଂଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ଏହି ଟଇମ କ୍ୱାରେନଟିନ୍ରେ…

ସାମ୍ନାକୁ ଆସିଲା ଆମେରିକା କ୍ୟାପିଟଲ ଆକ୍ରମଣ ପଛର ଅଜବ କାହାଣୀ । ୪୨ବର୍ଷର ତଳ ଏକ ଉପନ୍ୟାସରୁ ପ୍ରେରଣା ପାଇଥିଲେ…

କନକ ବ୍ୟୁରୋ : ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ପାଇଁ ଏକ ଉପନ୍ୟାସରୁ ପ୍ରେରଣା ମିଳିଥିଲା । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ଏକ ସତ କଥା । ଉପନ୍ୟାସ ‘ଦି ଟର୍ଣ୍ଣର ଡାଏରୀଜ’ । ୧୯୭୮ ମସିହାରେ ଲେଖାଯାଇଥିବା ଏହି ଉପନ୍ୟାସ ୪୨ବର୍ଷ ପରେ ଆମେରିକାର ଗଣତନ୍ତ୍ର ଇତିହାସ…

ଖେଳୁଆଡ ମନୋଭାବ ଭୁଲିଗଲେ କି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସମାଲୋଚନା ପରେ ରଖିଲେ ସ୍ପଷ୍ଟୀକରଣ ।…

କନକ ବ୍ୟୁରୋ : ଅଷ୍ଟ୍ରେଲିଆ କ୍ରିକେଟ ଟିମର ବେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ଖେଳ ମନୋଭାବକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରନ ମେସିନ ଭାବେ ପରିଚିତ ସ୍ମିଥ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ଋଷଭ ପନ୍ଥଙ୍କ ବ୍ୟାଟିଂ ଗାର୍ଡ ବା କ୍ରିଜରେ ଲଗାଯାଇଥିବା ମାର୍କକୁ ଜୋତା…

ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ…

କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେଠାରେ ପହଁଚି ପାରମ୍ପାରିକ ଜଲିକାଟୁ ବା ବଳଦ ଲଢେଇ ଖେଳରେ ସେ ସାମିଲ ହୋଇଛନ୍ତି । ଉତର ଭାରତରୁ ଦକ୍ଷିଣ ଭାରତ ଯାଏଁ ଆଜି ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ଅବସରରେ ସେଠାରେ ପାରମ୍ପାରିକ…

ଦିନକ ପରେ ଦେଶ ନେବ ଟୀକା । ଶନିବାର ସାଢେ ୧୦ଟାରେ କରୋନା ଟୀକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ…

କନକ ବ୍ୟ୍ୟୁରୋ: ଆସନ୍ତା ୧୬ ତାରିଖ ଅର୍ଥାତ ଶନିବାର ଦିନ ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି  ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର…

କେବେ ଓ କିଏ କରିଥିଲେ ରାମ ସେତୁ ନିର୍ମାଣ । ପୁରାଣ ବର୍ଣ୍ଣିତ ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ୱ ସର୍ବେକ୍ଷଣ…

କନକ ବ୍ୟୁରୋ : କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ଗଭୀର ସମୁଦ୍ର ଭିତରେ ଖୋଲିବ ରାମ ସେତୁର ରହସ୍ୟ ଯାଂଚ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି । କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ତାର ଅନୁସନ୍ଧାନ ହେବ । ଗଭୀର ସମୁଦ୍ର ଭିତରେ ଭାରତରୁ ଶ୍ରୀଲଙ୍କାକୁ…