Daily Archives

January 21, 2021

କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ବାପାଙ୍କ ସମାଧିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ମହମ୍ମଦ…

କନକ ବ୍ୟୁରୋ : କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ଅଷ୍ଟ୍ରେଲିଆରେ ୨-୧ରେ ସିରିଜ ଜିତିବା ପରେ ଭାରତ ଫେରିଛନ୍ତି ଭାରତୀୟ କ୍ରିକେଟର । ଗୁରୁବାର ସକାଳୁ ଟିମ ଇଣ୍ଡିଆର ଖେଳାଳି ଓ ସର୍ପୋଟ ଷ୍ଟାଫ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ…

ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ପାଇଁ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା  । ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍‌’ ବର୍ଗରେ ସେମି…

ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଦଳାଇଲେ…

କନକ ବ୍ୟୁରୋ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ପଦଭାର ସମ୍ଭାଳିବା ପରେ ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ ଦିନରେ ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ବାଇଡେନ । ସରକାର ପ୍ରାଥମିକ…

ଧାନ କିଣାରେ ଅନିୟମିତତା ଅଭିଯୋଗ ଭିତରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ୧୫ ପ୍ୟାକ୍ସ ସଂପାଦକ ନିଲମ୍ବିତ,…

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଧାନକିଣା ନେଇ ଅବ୍ୟବସ୍ଥା ଅଭିଯୋଗ ଭିତରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଧାନ କିଣା ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଓ ସରକାରୀ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଜଣ ପ୍ୟାକ୍ସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଜଣେ…

ଜଣେ ଥିଲେ ସୁଶାନ୍ତ…ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି…

କନକ ବ୍ୟୁରୋ: ତୁମ ରେଜଲ୍ଟ ନିର୍ଦ୍ଧାରିତ କରେନି ତୁମେ ଲୁଜର କି ନୁହେଁ ତୁମ ପ୍ରୟାସ ହିଁ ଏହାର ପ୍ରମାଣ ଦେଇଥାଏ। ବଲିଉଡ ପାଇଁ ଆଜି ଭାବିବାର ଦିନ, ଚିନ୍ତା କରିବାର ଦିନ। କାରଣ ଆଜି ସିଲଭର ସ୍କ୍ରିନର ମଲ୍ଟି ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମବାର୍ଷିକୀ। କାହିଁକି ହସୁଥିବା ଚେହେରା…

ସତ ହେଇଗଲା ସୁଟିଂ ସେଟର ଦୃଶ୍ୟ । ସୁଟିଂ ସେଟରେ କରୁଥିଲେ ହୃଦଘାତର ଅଭିନୟ, ଦିନକ ପରେ ହୃଦଘାତରେ ଚାଲିଗଲା ଜୀବନ

କନକ ବ୍ୟୁରୋ : କିଏ ଜାଣିଥିଲା ସୁଟିଂ ସେଟର ଦୃଶ୍ୟ ସତ ହୋଇଯିବ । କିଏ ଜାଣିଥିଲା, ହୃଦଘାତର ଅଭିନୟ କରୁକରୁ ବାସ୍ତବ ଜୀବନରେ ହୃଦଘାତ ଆସିଯିବ । ଜୀବନ ନାଟକରେ ଅଭିନୟ କରୁଥିବା ମଣିଷ ବା କେମିତି ଜାଣିଥାନ୍ତା ଅଭିନୟ ବି ସତ ହୋଇଯିବ । ସଂଯୋଗ ଦେଖନ୍ତୁ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ…