Daily Archives

January 16, 2021

କଟକ ପରେ ଏବେ ସମ୍ବଲପୁରରେ ବି ନକଲି । ଅସଲି ବ୍ରାଣ୍ଡ ନାଁରେ ଚାଲୁଥିଲା ନକଲି ସର୍ଫ କାରଖାନା, ଚଢ଼ାଉବେଳେ ଜବତ ହେଲା ୨୫…

କନକ ବ୍ୟୁରୋ: କଟକ ପରେ ସମ୍ବଲପୁରରେ ଧରା ପଡିଛି ନକଲି ସାମଗ୍ରୀର ବେପାର । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡାର ଏକ ଗୋଦାମରେ ଚଢାଉ କରି ବିପୁଳ ପରିମାଣର ନକଲି ସର୍ଫ ଜବତ କରିଛି ପୁଲିସ । ସର୍ଫ ଏକ୍ସେଲ ଡିଟରଜେଂଟ ପାଉଡର ନାଁରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲା…

୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ଅଢ଼େଇ ଦିନରେ ଭେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ୍ ଅର୍ଗାନାଇଜେସନ

କନକ ବ୍ୟୁରୋ: ଆଶ୍ଚର୍ଯ୍ୟ ହେଲେ ବି ସତ । ୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ୬୦ଘଂଟାରେ ବେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ ଅର୍ଗାନାଇଜେସନ । ସପ୍ତାହେରୁ ଅଧିକ ସମୟ ଧରି ବନ୍ଦ ଥିଲା ଯାତାୟତ । ଜମ୍ମୁ ରାମବାଣ କେଲାମୋଡ ଅଂଚଳରେ ବନ୍ଦ ଥିବା ରାସ୍ତାକୁ ଖୋଲିବାର ପ୍ରୟାସ…

ଅର୍ଣ୍ଣବ ଗୋସ୍ୱାମୀଙ୍କ ବଢିପାରେ ଅଡୁଆ! ଭାଇରାଲ ହେଲା ବାର୍କ ପୂର୍ବତନ ସିଇଓଙ୍କ ସହ ହ୍ୱାଟ୍ସଆପ କଥାବାର୍ତ୍ତାର…

କନକ ବ୍ୟୁରୋ: ଫେକ୍ ଟିଆରପି ସ୍କାମରେ ଫସିଥିବା ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଏକ ହ୍ୱାଟ୍ସଆପ ଚାଟ ଭାଇରାଲ ହୋଇଛି । ଯେଉଁଥିରେ ସେ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ସହ କଥା ହେଉଛନ୍ତି । ଶୁକ୍ରବାର ଏହି ସ୍କ୍ରିନସଟ ସାମ୍ନାକୁ ଆସିବା ପରେ ଅର୍ଣ୍ଣବଙ୍କ ଅଡୁଆ…

ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା…

କନକ ବ୍ୟୁରୋ: ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ…

ଟୀକାକରଣର ପ୍ରଥମଦିନ: ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର ୭୧୪ ଜଣ, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ…

କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଦେଶବ୍ୟାପି କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସାରାଦେଶରେ ଆଜି ମୋଟ ୧…

ଭ୍ୟାକ୍ସିନ୍ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୩୦ ଜଣ ହେଲେ ସୁସ୍ଥ ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ଟୀକାକରଣ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୨୩୦ ଜଣ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୨୬, ବଲାଙ୍ଗିରରୁ ୨୬, ଝାରସୁଗୁଡ଼ାରୁ ୧୮, ବରଗଡ଼ରୁ ୧୭, କଟକରୁ ୧୫,…