Daily Archives

January 13, 2021

ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ । ହୋଟେଲରେ ଦିଆଗଲା ନାହିଁ ରୁମ୍ ସର୍ଭିସ । ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା…

କନକ ବ୍ୟୁରୋ : ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ…

ଥମୁନି ଚାଷୀ ଆନ୍ଦୋଳନ । ଲୋହରୀ ଅବସରରେ କୃଷି ଆଇନର ଦସ୍ତାବିଜକୁ ପୋଡି ଦେଲେ ଆନ୍ଦୋଳନରତ ଚାଷୀ ।

କନକ ବ୍ୟୁରୋ : ୪୯ ଦିନରେ କୃଷକ ଆନ୍ଦୋଳନ ସାରା ଦେଶକୁ ଦୋହଲାଇଦେଇଛି । ଏହାରି ଭିତରେ ପଂଜାବର ବଡ ପର୍ବ ଲୋହରୀ ଅବସରରେ ବୁଧବାର ଦିନ କୃଷି ଆଇନର ଦସ୍ତାବିଜକୁ ଚିରିବା ସହ ନିଆଁରେ ପୋଡି ଦେଇଛନ୍ତି ଚାଷୀ । ଗୋଟିଏ ପଟେ ଦେଶର ୩ କୃଷି ଆଇନକୁ ଲାଗୁ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି…

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପଙ୍କୁ ରାଷ୍ଟ୍ରପତି…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୁର୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । କ୍ୟାପିଟଲ ହିଲ ହିଂସା ପରେ ଟ୍ରମ୍ପଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ତାକୁ ନେଇ ଆମେରିକା ଓ ଆମେରିକୀୟ ସିନେଟରେ ବିତର୍କ ଜାରି ରହିଛି ।…

ଭାରତ-ପାକିସ୍ତାନ ସୀମାରେ ଗୁପ୍ତ ସୁଡଙ୍ଗ । କଠୁଆ ଜିଲ୍ଲାରେ ସୀମା ପାର ଟନେଲ ଠାବ କଲା ବିଏସଏଫ ।

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମା ନିକଟରେ ପୁଣି ଏକ ଗୁପ୍ତ ସୁଡଙ୍ଗ ଠାବ କଲା ବିଏସଏଫ । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ଅର୍ନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏହି ଟନେଲକୁ ଠାବ କରାଯାଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିମିର୍ତ ହୋଇଥିବା ଏହି ସୁଡଙ୍ଗକୁ କଠୁଆ ଜିଲ୍ଳାର ବୋବିଆଁ…

ରାଜ୍ୟରେ ଟିକାକରଣକୁ ନେଇ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମହାନଗର ନିଗମଙ୍କୁ…

କନକ ବ୍ୟୁରୋ : ଓଡ଼ିଶାରେ ଆସନ୍ତା ୧୬ ତାରିଖରୁ କରୋନା ଟିକାଦାନ କାର୍ୟ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ରାଜ୍ୟକୁ ପ୍ରାୟ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲଡ ଟିକା ଓ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ଆସିପହଞ୍ଚିଛି । ୧୬ ତାରିଖରେ ରାଜ୍ୟର ୧୬୦ଟି ଟିକାଦାନ କେନ୍ଦ୍ରରେ ଏହି ଟିକାଦାନ…

ବଢିବ ବାୟୁସେନାର ଶକ୍ତି । ୪୮ହଜାର କୋଟି ଟଙ୍କାରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଲା ନିରାପତା…

କନକ ବ୍ୟୁରୋ : ବଢିବ ବାୟୁସେନାର ଶକ୍ତି । ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ୪୮ହଜାର କୋଟି ଟଙ୍କାର ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ସବୁଜ ସଙ୍କେତ ମିଳିଛି । ଏହାଦ୍ୱାରା ହାଲ ଠାରୁ…