Daily Archives

January 11, 2021

ଆହତ ଅଶ୍ୱିନୀଙ୍କ ସିଡନୀ କାହାଣୀ । ନଇଁକି ବାନ୍ଧି ପାରୁନଥିଲେ ଜୋତାର ଲେସ, ପୂରା ଦିନ ଛିଡା ହୋଇ କଲେ ବ୍ୟାଟିଂ ।

କନକ ବ୍ୟୁରୋ : ନା ତାଙ୍କୁ ବାଉନ୍ସରର ଭୟ ଥିଲା ନା ୟର୍କରର । ଆହତ ହୋଇ ମଧ୍ୟ ନିଜ କଷ୍ଟକୁ ପଛରେ ପକାଇ ଟିମ ପାଇଁ ଶେଷ ଯାଏଁ ଲଢିଥିଲେ ରବିଚନ୍ଦ୍ରନ ଅଶ୍ୱିନୀ ଓ ହନୁମା ବିହାରୀ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଏହି ଦୁଇ ଖେଳାଳି ଯେଉଁ ପାଳି ଖେଳିଥିଲେ ତାହା କ୍ରିକେଟ ଇତିହାସରେ…

କାର ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର, ପତ୍ନୀ ମୃତ । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଗୋଆ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ତାଙ୍କ ପତ୍ନୀ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ମନ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଅଙ୍କୋଲାରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଏକ…

‘ISI’ ଏଜେଣ୍ଟର ହନିଟ୍ରାପରେ ଫଶିଲେ ପୂର୍ବତନ ସରପଞ୍ଚ । ସେନାର ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ…

କନକ ବ୍ୟୁରୋ : ରାଜସ୍ଥାନରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଜୈସଲମେର ଜିଲ୍ଲାର ଜଣେ ପୂର୍ବତନ ସରପଞ୍ଚ ଫସି ଯାଇଥିଲେ। ଭାରତୀୟ ସେନାର ଗୋପନ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ପୂର୍ବତନ…

ନାଗାଲାଣ୍ଡବାସୀ ଦେଖାଇଲେ ଏକତାର ବଳ । ଖାଇରେ ଖସିପଡିଥିବା ଟ୍ରକକୁ ବାଉଁଶ ଓ ଦଉଡି ସାହାଯ୍ୟରେ ଟାଣି ଆଣିଲେ ।

କନକ ବ୍ୟୁରୋ : ଏକତା ହିଁ ବଳ । ଏହି କଥାକୁ ଆଉ ଥରେ ପ୍ରମାଣ କରିଛନ୍ତି ନାଗାଲାଣ୍ଡର ଲୋକେ । ପୂର୍ବୋତର ରାଜ୍ୟ ନାଗାଲାଣ୍ଡରେ ଏକ ଘାଟି ରାସ୍ତାରେ ଯାଉଥିବା ବେଳେ ଟ୍ରକଟି ଖାଇ ଭିତରକୁ ଖସି ପଡିଥିଲା । ଗାଁଲୋକେ ସାହସିକତାର ପରିଚୟ ଦେଇ ବିନା କୌଣସି ମେସିନର ସାହାଯ୍ୟ ନନେଇ ନିଜେ ଏକାଠି…

ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।

କନକ ବ୍ୟୁରୋ : କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ । କ୍ୟାପିଟଲ ହିଲରେ ଯାହା ଘଟିଲା ତାକୁ ନେଇ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି । ରିପବ୍ଲିକାନ ପାର୍ଟିର କିଛି ନେତା ମଧ୍ୟ ଏଥିରେ ସାମିଲ…

ଇତିହାସ ରଚିଲେ ୪ ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରିଲେ ଏୟାର ଇଣ୍ଡିଆର ୪ମହିଳା କ୍ୟାପଟେନ୍ ।

କନକ ବ୍ୟୁରୋ : ଇତିହାସ ରଚିଲେ ୪ ପାଇଲଟ୍ । ବିଶ୍ୱର ସବୁଠୁ ଲମ୍ବା ଉଡାଣ ଭରିଛନ୍ତି ଏୟାର ଇଣ୍ଡିଆର ୪ମହିଳା ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି ବେଙ୍ଗାଲୁରୁର କାମ୍ପାଗୌଡା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନସିସକୋରୁ ଉତ୍ତର ମେରୁ ଉପରେ ବିମାନ ଉଡାଇ…