Daily Archives

January 1, 2021

ଜାନୁଆରୀ ୮ରୁ ବ୍ରିଟେନକୁ ଚାଲିବ ବିମାନ । ଟ୍ୱିଟ କରି ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

କନକ ବ୍ୟୁରୋ : ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ।…

ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ,…

କନକ ବ୍ୟୁରୋ : ଚାଷୀଙ୍କ ଟୋକନ ପାଉଛନ୍ତି ଦଲାଲ । ଚାଷୀଙ୍କ ନାଁର ପଞ୍ଜୀକରଣ କରି ମଣ୍ଡିରେ କ୍ୱିଂଟାଲ କ୍ୱିଟାଂଲ ଧାନ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଆଉ ଏସବୁ ଚାଲୁଛି ସରକାରୀ ବାବୁ, ଲ୍ୟାମ୍ପସ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ । ସୁନ୍ଦରଗଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ…

ଗୁଜରାଟ ଅହମଦାବାଦରେ ରହସ୍ୟମୟ ମୋନୋଲିଥ । ସହରର ସିମ୍ପୋନୀ ପାର୍କରେ ହେଲା ଠାବ । ଏଲିଏନଙ୍କ ସହ ମୋନୋଲିଥର ସମ୍ପର୍କ…

କନକ ବ୍ୟୁରୋ : ମୋନୋଲିଥକୁ ନେଇ ସାରା ବିଶ୍ୱରେ ରହସ୍ୟ ଓ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଗୁଜରାଟରେ ଏପରି ଏକ ମୋନୋଲିଥ ଠାବ ହୋଇଛି । ଅହମଦାବାଦର ଏକ ପାର୍କରେ ଏହାକୁ ଦେଖିବାକୁ ମିଳିଛି । ତେବେ ଏହା କିପରି ଏଠାକୁ ଆସିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ୭ଫୁଟ ଉଚ୍ଚର…

ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ…

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଦିଲ୍ଲୀରେ ଜାନୁୟାରୀ ପହିଲାରେ ୧୫ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସର୍ବନିମ୍ନ ତାପମାତ୍ରା ୧ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଛି । ଖସୁଛି ପାରଦ, ଥରୁଛି ଦେଶ । ଦେଶର…

ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ…

କନକ ବ୍ୟୁରୋ: ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଅକ୍ସଫୋର୍ଡ ଟୀକାନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଅକ୍ସଫୋର୍ଡ ଟୀକା ଦେଶ ଓ ଦେଶବାସୀଙ୍କ ପାଇଁ ସୌଭାଗ୍ୟ । ପ୍ରଥମେ ଅ୍ଧଜ୍ଞଧାଡିର କର୍ମଚାରୀଙ୍କୁ ମିଳିବ ଟୀକା । ଟୀକା କେତେଦୂର ଫଳପ୍ରଦ ହେବ…

୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।

କନକ ବ୍ୟୁରୋ : ୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ନୂଆବର୍ଷର ପ୍ରଥମ ଦିନରେ ମଧ୍ୟ ନିଜ ଜିଦରେ ଅଟଳ ଚାଷୀ ଦିଲ୍ଲୀର ପ୍ରବେଶ ପଥରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ଚାଷୀ ସଂଗଠନର ୬ଟି ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ । ବୁଧବାର…