Daily Archives

January 8, 2021

ସିଡନୀ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ରକେଟ୍ ଥ୍ରୋ । ଦୁଇ ରନ୍ ନେବା ଲୋଭରେ ୱିକେଟ ହରାଇଲେ ଷ୍ଟିଭେନ୍ ସ୍ମିଥ୍ 

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଟିମଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଏବେ ଚର୍ଚାରେ । ଜାଡେଜାଙ୍କ ରକେଟ୍ ପରି ଥ୍ରୋରେ ରନଆଉଟରୁ ବର୍ତି ପାରିଲେନି ଷ୍ଟିଭେନ୍ ସ୍ମିଥ୍ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏ କାହାଣୀ ସିଡନୀ ଟେଷ୍ଟର  ।…

ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ ।

କନକ ବ୍ୟୁରୋ : ଏଲନ ମସ୍କ ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ୧୮୮.୫ ବିଲିୟନ ଡଲାର ସମ୍ପତି ସହିତ ଏଲନ ମସ୍କ ଏବେ ବିଶ୍ୱର ଧନୀ ତାଲିକାର ଶୀର୍ଷକୁ ଉଠିଛନ୍ତି । ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାର ସ୍ଥାନ ପାଇଛନ୍ତି । ଏଥିରେ ଶୀର୍ଷରେ ଏଲନ୍…

ଶେଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । ଭିିଡିଓ ଜାରି କରି ୱାଂଶିଟନ୍ ହିଂସାକୁ କଲେ ନିନ୍ଦା । 

କନକ ବ୍ୟୁରୋ: ବ୍ୟାପକ ହିଂସାକାଣ୍ଡ, କ୍ୟାପିଟାଲ ବିଲଡିଂକୁ କବଜା ଉଦ୍ୟମ ଭିତରେ ଆମେରିକାରେ ଦେଖା ଦେଇଥିବା ଅଶାନ୍ତି ସ୍ଥିତି ଏବେ ସାରା ବିଶ୍ୱରେ ଚର୍ଚାରେ ରହିଛି । ଏବେ ଭିତରେ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା କଂଗ୍ରେସରେ ଜୋ…

ଅଷ୍ଟମ ରାଉଣ୍ଡ ବୈଠକରେ ଚାଷୀ ନେତାଙ୍କୁ ବିକଳ୍ପ ମାଗିଲେ କେନ୍ଦ୍ର ସରକାର । ନୀରବ ରହିଲେ ଚାଷୀ ନେତା, ବିନା ଫଳାଫଳରେ…

କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିଥିଲା । ଏହି ବୈଠକରୁ କୌଣସି ନିର୍ଯ୍ୟାସ ବାହାରିପାରିନି । କହିବାକୁ ଗଲେ ଚାଷୀ ନେତାଙ୍କୁ ମନେଇବାରେ ପୁଣି ଥରେ ସରକାର ବିଫଳ ରହିଛନ୍ତି । ଚାଷୀ ସଂଗଠନ ଆଜି ସେହି ଗୋଟିଏ ଦାବି, କେନ୍ଦ୍ର ସରକାର ନୂଆ ଆଇନ…

ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ହାଜର ହେଲେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଦେଶଦ୍ରୋହ ମାମଲାରେ…

କନକ ବ୍ୟୁରୋ : ବାନ୍ଦ୍ରା ପୁଲିସ ଥାନାରେ ହାଜର ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଭଉଣୀ ରଙ୍ଗୋଲୀ । ଦେଶଦ୍ରୋହ ମାମଲାରେ ଜେରା ପାଇଁ ଆଜି ଏମାନେ ଥାନାରେ ହାଜର ହୋଇଥିଲେ । ୱାଇ ଶ୍ରେଣୀ ସୁରକ୍ଷା ଭିତରେ କଙ୍ଗନା ଓ ରଙ୍ଗୋଲୀ ବାନ୍ଦ୍ରା ପୁଲିସ ଥାନାରେ ପହଁଚିଥଲେ । ପୂର୍ବରୁ ବାନ୍ଦ୍ରା…

ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ୬ ରାଜ୍ୟକୁ ବ୍ୟାପିବା ପରେ ଅଣ୍ଡା, କୁକୁଡା…

କନକ ବ୍ୟୁରୋ: ଓଡିଶାରେ ନାହିଁ ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୂଚନା । ବର୍ତ୍ତମାନ ସୁଦ୍ଧା ୧୨, ୧୫୮ ନମୂନା ପରୀକ୍ଷା ହୋଇସାରିଛି । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ବିଭିନ୍ନ ସ୍ଥାନର ପକ୍ଷୀଙ୍କ ସ୍ୱାବ ଉପରେ ନଜର ରଖାଯାଇଛି କୌଣସି…