Daily Archives

January 30, 2021

ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । ଖଣିର ନିର୍ଦ୍ଦେଶକଙ୍କୁ ଡିମାଣ୍ଡ ନୋଟିସ ପଠାଇଲେ ଯୋଡ଼ା ଖଣି ଯୁଗ୍ମ…

କନକ ବ୍ୟୁରୋ: ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭…

ସଚ୍ଚୋଟ ଦେଶରେ କିଏ ଆଗରେ କିଏ ପଛରେ? ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

କନକ ବ୍ୟୁରୋ : ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ସଚ୍ଚୋଟ ଦେଶରେ କେଉଁ ଦେଶ ସବୁଠାରୁ ଆଗରେ ରହିଛି । ଆଉ କେଉଁ ଦେଶ ଦୁର୍ନୀତିରେ ବୁଡି ରହିଛି ତାହା ଏହି ଲିଷ୍ଟ ଦେଖିଲେ ଜଣାପଡିବ । ଏହି ତାଲିକା ଜାରି କରିଛି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ । ତେବେ ଏହି ତାଲିକା ଜାରି ହେବା ପରେ…

ଭାରତୀୟ ତଦନ୍ତକାରୀ ସଂସ୍ଥା ସହ ମିଳିତ ଭାବେ ତଦନ୍ତ କରିବ ଇସ୍ରାଏଲ । ନୂଆଦିଲ୍ଲୀ ଆସୁଛନ୍ତି ଫୋନ ବମ ଓ ବିଷ ଛୁଞ୍ଚିକୁ…

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ଗୁରୁତର ସହ ନେଇଛି ଇସ୍ରାଏଲ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲ୍ ଘଟଣାର ଯାଞ୍ଚ କରୁଥିବା ବେଳେ ଇସ୍ରାଏଲ ତଦନ୍ତକାରୀ ସଂସ୍ଥା ‘ମୋସାଦ’ ମଧ୍ୟ ଏହି ଯାଞ୍ଚରେ ସାମିଲ ହେବ । କୁହାଯାଏ ମୋସାଦ ବିଶ୍ୱର ସବୁଠୁ…

ତାମିଲନାଡୁରେ ଏକାଠି ଲଢିବେ ବିଜେପି ଆଉ ଏଆଇଏଡିଏମକେ । ଘୋଷଣା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

କନକ ବ୍ୟୁରୋ: ତାମିଲନାଡୁରେ ସାଥୀ ହୋଇ ଲଢିବେ ବିଜେପି ଆଉ ଏଆଇଏଡିଏମକେ । ତାମିଲାନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଶନିବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଏବେ ଦିନିକିଆ ଗସ୍ତରେ…

ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି । ସଂସଦରେ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ…

କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସର୍ବଦଳୀୟ ବୈଠକରେ…

ଝରାଫୁଲର ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଗେଷ୍ଟ ହାଉସର ୨୦୧ ନମ୍ବର ରୁମକୁ ସିଲ୍ କଲା ପୋଲିସ

କନକ ବ୍ୟୁରୋ: ଝରାଫୁଲଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପଡୁଛି ଉଠୁଛି ରାଜଧାନୀ । ଯାଜପୁରର ତଦନ୍ତକାରୀ ଟିମ ଭୁବନେଶ୍ୱରରେ ଡେରା ପକାଇଛି । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ପ୍ରମାଣ ସାମନାକୁ ଆସିବାରେ ଲାଗିଛି । ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ବୁହାଇ ନେଉଥିବା ଚିତ୍ର…