Daily Archives

January 24, 2021

ଜାନୁଆରୀ ୨୫ ତାରିଖ ଜାତୀୟ ଭୋଟର ଦିବସ । ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ଅନଲାଇନରେ ମିଳିବ ଭୋଟର କାର୍ଡ । ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ ହେବ । ଏନେଇ ରବିବାର ଭାରତୀୟ ନିର୍ବାଚନ ଆୟୋଗ ସୂଚନା ଦେଇଛି । ସୋମବାର ଅର୍ଥାତ ଜାନୁଆରୀ ୨୫ ତାରିଖରେ ସାରା ଦେଶରେ ଜାତୀୟ ଭୋଟର ଦିବସ ପାଳନ…

ଉତ୍ତରଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି ଗୋସ୍ୱାମୀ । ବିକାଶ ମୂଳକ କାମର କଲେ ସମୀକ୍ଷା

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ୧୯ ବର୍ଷୀୟ ଝିଅ ସୃଷ୍ଟି ଗୋସ୍ୱାମୀ । ରବିବାର ଦିନ ସୃଷ୍ଟି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତଙ୍କୁ…

ଅବଢ଼ା ଦର ବୃଦ୍ଧିର କାରଣ କହିଲେ ସେବାୟତ । କହିଲେ, ଅଳ୍ପ ମାତ୍ରାରେ ତିଆରି ହେଉଥିବାରୁ ପଡୁଛି ଅଧିକ ଦାମ । ଆନନ୍ଦବଜାର…

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ହେଲେ ମହାପ୍ରସାର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ…

ସାରା ଦେଶରେ ଚାଷୀ ଆନ୍ଦୋଳନ ଭିତରେ ଆଶାର କିରଣ ହୋଇ ସାମ୍ନାକୁ ଆସିଲେ ଯାଜପୁର ଡଗରପଡ଼ାର ଧାନ ଚାଷୀ । ପାରମ୍ପରିକ…

କନକ ବ୍ୟୁରୋ: ବାସୁମତୀ ଚାଷ କରି ସ୍ୱାବଲମ୍ବୀ ଶହେରୁ ଅଧିକ ଚାଷୀ ପରିବାର । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଡଗରପଡା ଗାଁର ବସୁମତୀ ଚାଷୀଙ୍କ କଥା । ଆଜିର ଦିନରେ ଚାଷପ୍ରତି ଲୋକେ ବିମୁଖ ହେଉଥିବା ବେଳେ ଏହି ଗାଁର ଚାଷୀ କିନ୍ତୁ ବାସୁମତୀ ଧାନ ଚାଷକରି ସ୍ୱାବଲମ୍ବୀ ହୋଇପାରିଛନ୍ତି…

ତାଲାବନ୍ଦ ଶିଖାଇଲା ଚାଷ । ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶିକ୍ଷକତା କରୁଥିବା ଦୁଇ ଭାଈ ।

କନକ ବ୍ୟୁରୋ: ଲକଡାଉନ୍ ଶିଖାଇଦେଲା ଚାଷ । ଶିକ୍ଷକତା ସେମାନଙ୍କ ପେଶା ହୋଇଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଦୁଇ ଭାଇ ନିଜ ବାଡିରେ ଆରମ୍ଭ କରିଥିଲେ ପନିପରିବା ଚାଷ । ରାସାୟନିକ ସାର ଓ ଔଷଧ ପ୍ରୟୋଗର କୁପରିଣତି ଠିକ ଭାବେ ବୁଝି ଥିବା ଏହି ଦୁଇ ଭାଇ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି…

ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନରେ ଚାଲିଛି ଷଡଯନ୍ତ୍ର । ଦିଲ୍ଲୀ ପୋଲିସ କହିଲା,…

କନକ ବ୍ୟୁରୋ : ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ ।…