Daily Archives

January 7, 2021

ନେତା-ମନ୍ତ୍ରୀ ନେବେ କି ଟୀକା ? ଟୀକା ନେଇ ଦ୍ୱନ୍ଦ୍ୱରେ ନେତା । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ନିଅନ୍ତୁ…

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ…

ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ । ବୋଲେରୋ ବାଇକ୍ ଜବତ, ୨ ଗିରଫ ।

କନକ ବ୍ୟୁରୋ : ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା । ଚୋରା କାଠ କାରବାର କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା କାଠ ଚାଲାଣ କରୁଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି । ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋରକୋଣ୍ଡା ଫରେଷ୍ଟର ରାଜେଶ…

ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ, ୨୬…

କନକ ବ୍ୟୁରୋ : ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲି କରି ଚାଷୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲି ହେବ ଯାହାର ମଙ୍ଗ ଧରିବେ ମହିଳା । ଆଜି ମଧ୍ୟ ମହିଳା ମାନେ ଟ୍ରାକ୍ଟର ରାଲିରେ ଆସି ଦିଲ୍ଲୀ ଘେରିବାକୁ ପ୍ରୟାସ…

ଟୀକା ଆସୁଛି, କରୋନା ମାଡୁଛି… ଦେଶର ୪ ରାଜ୍ୟକୁ କେନ୍ଦ୍ରର କଡା ଚେତାବନୀ । ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର…

କନକ ବ୍ୟୁରୋ: କରୋନା କଟକଣା ନେଇ ବଡ ଖବର । ୪ ରାଜ୍ୟକୁ କେନ୍ଦ୍ରର କଡା ଚିଠି । ଦେଶ କୋଭିଡ ଟିକାକରଣ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୪ଟି ରାଜ୍ୟରେ ଅଚାନକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନେଇ ୪ଟି ରାଜ୍ୟକୁ ଚିଠି ଲେଖି ସତର୍କ ରହିବା ସହ ତ୍ୱରିତ ପଦକ୍ଷେପ ନେବାକୁ…

ରକ୍ତାକ୍ତ ସଂଘର୍ଷ ଭିତରେ ଟ୍ରମ୍ପ ଶାସନର ଅବସାନ । ଶେଷରେ ହାର ମାନିଲେ ଟ୍ରମ୍ପ । କହିଲେ, ଜାନୁୟାରୀ ୨୦ରେ ହସ୍ତାନ୍ତର…

କନକ ବ୍ୟୁରୋ : ୨୦ ଜାନୁଆରୀ ୨୦୧୭ରୁ ୪୫ ତମ ରାଷ୍ଟ୍ରପତି ଭାବେ ଆମେରିକାର ଦାୟିତ୍ୱ ଗ୍ରହଣ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନର ରକ୍ତାକ୍ତ ଅବସାନ ଘଟିଛି । ନିଜ ପରାଜୟକୁ ସ୍ୱୀକାର ନକରିବାରୁ ଶେଷରେ ରକ୍ତପାତ ଘଟିବା ସହ ୪ ଜଣଙ୍କ ମୁଣ୍ଡ ଗଡିଛି । ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ନୂଆ…

ଜରୁରୀ ସୂଚନା… ହ୍ୱାଟସଆପ ଆଣିଲା ନୂଆ ସର୍ତ୍ତ, ନ ମାନିଲେ ଆକାଉଣ୍ଟ ହୋଇଯିବ ଡିଲିଟ । ଜାଣନ୍ତୁ ପୂରା ଘଟଣା କଣ ?

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ କି ? ଏହି ପ୍ରଶ୍ନ ଉପରେ ପୁଣି ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି ହ୍ୱାଟସଆପର ପପଅପ୍ ମେସେଜ । ହ୍ୱାଟ୍ସଅପ ତାହାର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ…