Daily Archives

January 27, 2021

ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି, ଜାଣନ୍ତୁ କେଉଁଠି

କରୋନା ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଛି | ଏଠାକାର ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି | ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି…

ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା…

ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି । ଏହା ବିଶ୍ବ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଙ୍ଘନ ବୋଲି ଚୀନ କହିଛି । ଭାରତର ଏହି ନିଷ୍ପତ୍ତି ଚୀନ କମ୍ପାନିମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଚୀନ କହିଛି ନୂଆଦିଲ୍ଲୀରେ ଥିବା ଚୀନ…

ଲାଲକିଲ୍ଲା ହିଂସା ପରେ ବିବାଦରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ପ୍ରଧାନମନ୍ତ୍ରୀ ଓ ଶାହଙ୍କ ସହ ଫଟୋ ଭାଇରାଲ । କୃଷକ…

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦ ଘେରକୁ ଆସିଯାଇଛନ୍ତି ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ସେ କୃଷକଙ୍କ ଭିଡକୁ ଲାଲକିଲ୍ଲୀ ଆଡକୁ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଆଉ ପ୍ରତିବାଦକାରୀ ଲାଲକିଲ୍ଲାରେ ପହଂଚିବା ପରେ ହିଁ ବ୍ୟାପିଥିଲା…

୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା 

କନକ ବ୍ୟୁରୋ: ମୁକୁଳିଲେ ଶଶିକଳା । ପ୍ରାୟ ୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବେଙ୍ଗାଲୁରରେ ଏକ ଜେଲରେ ସଜା କାଟୁଥିଲେ ଶଶିକଳା ।  ଜାନୁଆରୀ ୨୦ରେ ଶଶିକଳା କୋଭିଡରେ ଆକ୍ରାନ୍ତ ଥିବା ଜଣାପଡିବା ପରେ…

ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ

କନକ ବ୍ୟୁରୋ: ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିବ ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ହିଁ ଇନ୍ଧନ ଭରିବ ଏହି ଲଢୁଆ ବିମାନ । ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିବ ।…

କୋରାପୁଟ ପୋଲିସକୁ ବଡ ସଫଳତା । ଧରା ପଡିଲେ ବାଇକ୍ ଚୋରୀ ଗ୍ୟାଙ୍ଗ୍, ୯ବାଇକ୍ ଜବତ

କୋରାପୁଟ ଟାଉନ ପୁଲିସ ହାତରେ ଧରା ପଡିଛନ୍ତି ଏକ ବାଇକ ଚୋରୀ କରୁଥିବା ବଡ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଓ ୫ ଜଣ ସାବାଳକ ରହିଛନ୍ତି । ସେମାନଙ୍କଠାରୁ ୯ଟି ବାଇକ ଜବତ କରାଯାଇଥିବାବେଳେ ସିଡିଆର ଯାଞ୍ଚ କରାଯାଉଛି । ସେମାନେ ହେଲେ କୋରାପୁଟ ତଳମାଙ୍ଗାରା ଗାଁର ଗୋବିନ୍ଦ…