Daily Archives

January 2, 2021

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ…

କନକ ବ୍ୟୁରୋ : ମାହାଙ୍ଗା ରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ମହାଙ୍ଗା ନୃତାଙ୍ଗରେ କୁଳମଣିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ନୂଆ ବର୍ଷରେ ନୂଆ ନିୟମ । ଭୁବନେଶ୍ୱରରେ ଜୋରଦାର ହେଲା ଡବଲ ହେଲମେଟ ଚେକିଂ ।

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ, ମୋଟର ସାଇକେଲ ଚାଳକ ପାଇଁ ଏକ ନୂଆ ଅଭ୍ୟାସ ଆଣିବାକୁ ବାଧ୍ୟ କରିଛି । ମୋଟର ସାଇକେଲ ଚଳାଉଥିଲେ ଏବଂ ପଛରେ କିଏ ସହଯାତ୍ରୀଙ୍କୁ ବସାଇଥିଲେ, ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ମାଧ୍ୟତାମୁଳକ । ଏହି ନିୟମ ଭୁବନେଶ୍ୱରରେ ଏବେ କଡ଼ାକଡ଼ି ହୋଇଛି ।…

ଥମୁନି ଚାଷୀ ଆନ୍ଦୋଳନ । ଚାଷୀଙ୍କ ଚେତାବନୀ, ଆସନ୍ତା ୪ ତାରିଖ ବୈଠକରେ ଚାଷୀଙ୍କ ସପକ୍ଷରେ ନିଷ୍ପତି ନହେଲେ ସ୍ଥିତି ହେବ…

କନକ ବ୍ୟୁରୋ : ୩୮ଦିନରେ ପହଂଚିଲା ଚାଷୀଙ୍କ ଆନ୍ଦୋଳନ । ହେଲେ ସମାଧାନର କୌଣସି ବାଟ ବାହାରି ପାରୁ ନଥିବାରୁ କଡା ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । କେନ୍ଦ୍ର ସରକାର ସହ ହେବାକୁ ଥିବା ଅ୩ାଲୋଚନାରେ ସେମାନଙ୍କ ସପକ୍ଷରେ…

ଦେଶରେ ମାଗଣାରେ ମିଳିବ କରୋନା ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । କହିଲେ ପ୍ରଥମ…

କନକ ବ୍ୟୁରୋ : ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକା ମାଗଣା ଦିଆଯିବ ବୋଲି ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଦେଶରେ ହୋଇଥିବା ଡ୍ରାଏ ରନ୍ର ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି କରୋନା…

ବସନ୍ତ ଦାସଙ୍କ ବହିରେ ଓଡ଼ିଶା ରାଜନୀତିର ଗୋପନ କଥା । ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ବନିଥିବା ବିନାୟକ ଆଚାର୍ଯ୍ୟଙ୍କ…

କନକ ବ୍ୟୁରୋ : ୧୯୭୬ ବେଳର କଥା । ଶିକ୍ଷକରୁ ରାଜନେତା ବନିଥିବା ବିନାୟକ ଆଚାର୍ଯ୍ୟ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ କ୍ୟାବିନେଟରେ ଘଟିଥିଲା ଏକ ରୋଚକ ଘଟଣା । ଓଡିଶା ରାଜନୀତିର ଇତିହାସରେ ଏଭଳି ଦୃଷ୍ଟାନ୍ତ ବୋଧହୁଏ ନଥିବ, ଯେତେବେଳେ ମନ୍ତ୍ରୀ ଭାବେ…

ଓବିସି ସଂରକ୍ଷଣକୁ ନେଇ ତେଜିଲା ରାଜନୀତି । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓବିସିଙ୍କୁ ଦିଆଯାଉ ୨୭ ପ୍ରତିଶତ ସଂରକ୍ଷଣ ।…

କନକ ବ୍ୟୁରୋ : ମହାରାଷ୍ଟ୍ର, ବିହାର, ଗୁଜୁରାଟ ରାଜ୍ୟ ଭଳି ଓଡିଶାରେ ଆରମ୍ଭ ହୋଇଛି ଜାତି ଭିତିକ ରାଜନୀତି । ଓଡିଶା ଲୋକସଂଖ୍ୟାର ଏକ ବଡ ଭାଗ ଓବିସି ବର୍ଗର ହୋଇଥିବାରୁ ସେମାନଙ୍କୁ ସଂରକ୍ଷଣ ଦେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । ଉତରପ୍ରଦେଶ, ବିହାର,…