Daily Archives

January 29, 2021

ଆସନ୍ତାକାଲି ସାରା ଦେଶରେ ଚାଷୀ ପାଳିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବେ ଚାଷୀ

କନକ ବ୍ୟୁରୋ: ଆସନ୍ତାକାଲି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ଆଜି ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ…

କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ବରଫ ଭିତରେ ଗରମ ଖାଦ୍ୟର ମଜା ନେଉଛନ୍ତି ଲୋକ

କନକ ବ୍ୟୁରୋ: କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ପ୍ରବଳ ତୁଷାରପାତ ଭିତରେ ବରଫରେ ଏହା ନିର୍ମାଣ ହୋଇଛି । ଏଠାରେ ବରଫରେ ନିର୍ମିତ ଟେବୁଲ ରହିଥିବା ବେଳେ ଗରମ ଗରମ ଖାଦ୍ୟ ପରସା ଯାଉଛି । କଶ୍ମୀର ଗୁଲମର୍ଗର କୋଲାହାଇ ସ୍କି ରେସର୍ଟ ପରିସରରେ ଆରମ୍ଭ ହୋଇଥିବା ଏହି ଇଗଲୁ କାଫେରେ…

ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଲେ ଭାରତ ଉପରେ ଭରସା ଅଛି

କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଭାରତ ଉପରେ ତାଙ୍କ ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି । ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପ୍ରତିଟି ଅପଡେଟ୍…

ଦିଲ୍ଲୀ ସିଂଘୁ ସୀମାରେ ସଂଘର୍ଷ । ଆନ୍ଦୋଳନରତ ଚାଷୀ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ସ୍ଥିତି ଅସମ୍ଭାଳ ହେବାରୁ…

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ତିନି ଦିନ ହେଲା ସିଂଘୁ ସୀମାରେ ଚାପା ଉତେଜନା ଲାଗି ରହିଛି । ଉତେଜନାକୁ ନଜରରେ ରଖି ସୀମାରେ ବହୁ ସଂଖ୍ୟାରେ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ଗୁରୁବାର ଚାଷୀ ନେତା ରାକେଶ…

ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ…

କନକ ବ୍ୟୁରୋ : ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ । ୭ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ । ମହିଳା କର୍ମଚାରୀ ପାଇଁ ସମୟ କଟକଣାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ । ସଂଧ୍ୟା ସାଢ଼େ…

କେଜିଏଫ-୨ର ରିଲିଜ ତାରିଖ ଘୋଷଣା

କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର  ୟଶ୍ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ । ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ମୁଖ୍ୟ…