Daily Archives

January 22, 2021

ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ । ୨୦୨୧ ମସିହାରେ ରଚିପାରେ ଇତିହାସ

କନକ ବ୍ୟୁରୋ: ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ କମ୍ପାନୀ | ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି | ମାଇକ୍ରୋସଫ୍ଟରେ ୧୨…

ରାଜସ୍ଥାନ ଭରତପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ମାମଲା । ପାଞ୍ଚ ମାସ ଭିତରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା

କନକ ବ୍ୟୁରୋ: ରାଜସ୍ଥାନର ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗତ ପାଞ୍ଚ ମାସ ଭିତରେ ଜଣେ ମହିଳା ୩୧ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ନାମ ସାରଦା ହୋଇଥିବାବେଳେ ସେପ୍ଟେମ୍ବର ୪, ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କର କରୋନା…

ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ

କନକ ବ୍ୟୁରୋ: ୯୯୯ ଟଙ୍କା ରିଚାର୍ଜ କର । ବର୍ଷକ ପାଇଁ ଅନଲିମିଟେଡ୍ କଲ ସହ ଦିନକୁ ୨ ଜିବି ଡାଟା ପାଅ । ଏମିତି ଏକ ଲୋଭନୀୟ ଅଫରର ଶିକାର ହୋଇଛନ୍ତି ରାଜ୍ୟର ହଜାର ହଜାର ଗ୍ରାହକ । ଅଭିଯୋଗ ହୋଇଛି ଯେ, କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ଏଭଳି ଅଫର ଦେଇ ଲକ୍ଷ…

ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ

କନକ ବ୍ୟୁରୋ: ଅସଲି ରୂପରେ ବଜାରରେ ବୁଲୁଛି ନକଲି ସାମଗ୍ରୀ । ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ବିକ୍ରି ହେଉଛି ନକଲି ଖାଦ୍ୟ ପଦାର୍ଥ । ଗତ କିଛି ଦିନ ହେଲା କଟକ, ଜଗତପୁର, ସମ୍ବଲପୁର, ଭୁବନେଶ୍ୱର ଉପକଣ୍ଠ ପାହାଳ ଓ ବ୍ରହ୍ମପୁର ଅଂଚଳରୁ ନକଲି ସାମଗ୍ରୀ ଜବତ ହେବା ଗ୍ରାହକଙ୍କୁ ଚିନ୍ତାରେ…

ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି

କନକ ବ୍ୟୁରୋ: ମଣ୍ଡିରେ ଧାନ ଉଠାଣକୁ ନେଇ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିବା ବିଜେପି ନେତା ଓ କର୍ମୀ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଆଜି ପୁଣି ପୁଲିସ ସହ ଠେଲାପେଲା ହୋଇଥିଲା । ଏହାପରେ ବରିଷ୍ଠ ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ୯ ଜଣିଆ…

ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି

କନକ ବ୍ୟୁରୋ: କରୋନା କାଳରେ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତେଣୁ ନିଜ ନିଜ ସ୍କୁଲରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପରୀକ୍ଷା ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକ ଆସିବେ ବୋଲି ସୂଚନା ଦେଇଛନ୍ତି…