Daily Archives

January 20, 2021

ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ । ଟିମକୁ କମବ୍ୟାକ କଲେ ସୁରେଶ ରାଇନା । ଦଳ ଛାଡିଲେ ହରଭଜନ 

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସରୁ ସରିଲା ହରଭଜନଙ୍କ ଯାତ୍ରା । ୨ ବର୍ଷ ପରେ ସ୍ପିନ୍ କିଙ୍ଗଙ୍କ ହାତ ଛାଡିଛି ସୁପରକିଙ୍ଗସ୍ । ତେବେ ଖେଳାଳି ପରିବର୍ତ୍ତନ ସମୟରେ ସୁପରକିଙ୍ଗସ୍ ସୁରେଶ ରାଇନାଙ୍କୁ ରଖିଥିବା ବେଳେ ହରଭଜନଙ୍କୁ ଛାଡି ଦେଇଛି । ୨ ବର୍ଷ ସୁପରକିଙ୍ଗସ୍ ପକ୍ଷରୁ ଖେଳିଥିବା…

ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ…

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକ ଯାଏଁ ସ୍ଥଗିତ ରଖିବାକୁ…

ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଅପମିଶ୍ରିତ ଆଚାର ଓ ସସ୍ କାରଖାନା ଉପରେ ଚଢାଉ କଲା…

କନକ ବ୍ୟୁରୋ : ଆଚାର ତିଆରି ହେବା ପାଇଁ ଥିବା ସାମଗ୍ରୀରେ ପୋକ ସାଲୁବାଲୁ ହେଉଛନ୍ତି । ଆଉ ଜାଣିଲେ ତାଜୁବ ହେବେ, ଏହି ସାମଗ୍ରୀରୁ ଆଚାର ପ୍ରସ୍ତୁତ ହୋଇ ଦୋକାନରେ ବିକ୍ରି ହୁଏ ଏବଂ ଲୋକମାନେ ଏହାକୁ କିଣି ଖାଇଥାନ୍ତି । ଭୁବନେଶ୍ୱର ପାହାଳ ଅଞ୍ଚଳରେ ଥିବା ଏକ ଆଚାର ଓ ଶସ କାରଖାନା ଉପରେ ଆଜି…

ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ: ଓକିଲାତିରୁ ଆରମ୍ଭ କରିଥିଲେ କ୍ୟାରିୟର, ଆଜି ଉପ ରାଷ୍ଟ୍ରପତି

କନକ ବ୍ୟୁରୋ: ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ୫୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ କମଳା ହାରିସ। ଯାହା ଆମେରିକା ସହିତ ପ୍ରତିଟି ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ ହୋଇପାରିଛି। ତେବେ କମଳା ହାରିସ ନିଜର ପ୍ରାରମ୍ଭିକ ଜୀବନରେ ଓକିଲାତି କରୁଥିଲେ ବୋଲି…

ଦିନେ ପାଠ ପଢିବା ପାଇଁ କରୁଥିଲେ ସ୍କୁଲ ଘର ସଫେଇ । ଆଜି ହେଲେ ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି । ଜାଣନ୍ତୁ, ଜୋ…

କନକ ବ୍ୟୁରୋ : କୁହାଯାଏ ସଂଘର୍ଷମୟ ଜୀବନ ଭିତରୁ ହିଁ ଜଣେ ସଫଳ ମଣିଷର ସୃଷ୍ଟି । ଜୀବନର କଠିନ ପରିସ୍ଥିତିରେ ଯେଉଁ ଲୋକ ସ୍ଥିର ହୋଇ ରୁହେ ସେହିଁ ଜୀବନରେ ଆଗକୁ ବଢେ । ଆଜି ଆମେ ସେମିତି ଜଣେ ମଣିଷର କଥା କହିବୁ ଯେ ସଂଘର୍ଷମୟ ଜୀବନକୁ ସଫଳତାର ସହ ପାର୍ କରି ଆଜି ଆମେରିକାର ରାଷ୍ଟ୍ରପତି ପଦରେ…

ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ ।

କନକ ବ୍ୟୁରୋ: ଆଜିଠୁ ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ । ବାଇଡେନକୁ ଶପଥ କରାଇଲେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ସେହିପରି ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । କମଲା ହାରିସ ହେଉଛନ୍ତି ଭାରତୀୟ…