Daily Archives

January 23, 2021

ନେତାଜୀ ସୁଭାଷ ବୋଷଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋରଦାର । କେନ୍ଦ୍ରର ନିଷ୍ପତ୍ତି ବିପରୀତ, ମମତା ପାଳୁଛନ୍ତି…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତିରେ ନେତାଜୀ । ସୁବାସ ବୋଷଙ୍କ ଜନ୍ମ ଜୟନ୍ତୀକୁ ନେଇ  ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ କେନ୍ଦ୍ର ପରାକ୍ରମ ଦିବସ ଭାବେ ପାଳନ କରୁଛି । ପରାକ୍ରମ ଦିବସରେ ପ୍ରଧାନମନ୍ତ୍ରୀ…

ରାଞ୍ଚିରେ ଚିକିତ୍ସିତ ହେଉଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ…

କନକ ବ୍ୟୁରୋ: ରାଞ୍ଚି ରେ ଚିକିତ୍ସିତ ହେଉଥିବା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛିି । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଅନୁସାରେ ଲାଲୁଙ୍କ ଛାତିରେ ପାଣି ଜମିଛି ।…

ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ସଂଖ୍ୟକ ଦାନ । ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ

କନକ ବ୍ୟୁରୋ : ଏବେ ପ୍ରଭୁ ଦର୍ଶନ ଲାଗି ନା ଆବଶ୍ୟକ କୋଭିଡ ରିପୋର୍ଟ, ନା ଆବଶ୍ୟକ ପରିଚୟ ପତ୍ର । ଭକ୍ତ-ଭଗବାନଙ୍କ ମିଳନ ମଧ୍ୟରେ କଟକଣା ସାଜୁଥିବା କୋଭିଡ ନିୟମ ଉଠାଇ ନିଆଯିବାପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ଶ୍ରୀମନ୍ଦିରରେ ପ୍ରବେଶ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତଙ୍କ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବଢ଼ା ଦରକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଶହେ ଟଙ୍କାର ମହାପ୍ରସାଦ ୩ ଶହ ଟଙ୍କାରେ…

କନକ ବ୍ୟୁରୋ: ମହାପ୍ରସାଦର ଆକାଶଛୁଆଁ ଦର ଭକ୍ତଙ୍କୁ ଭାରି ବାଧିଛି । ଯେଉଁ ମହାପ୍ରସାଦ ୧୦୦ ଟଙ୍କାରେ ମିଳୁଥିଲା ଏବେ ତାର ଦର ପହଞ୍ଚିଛି ୩୦୦ ଟଙ୍କାରେ । ଅର୍ଥାତ ପୂର୍ବଦର ଅନୁସାରେ ମହାପ୍ରସାଦ ଦର ୩ ଗୁଣା ବଢିଛି । ଫଳରେ ଭକ୍ତମାନେ ମହାପ୍ରସାଦ ନ ପାଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି…

ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ…

କନକ ବ୍ୟୁରୋ : ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ଆଉ କାହାର ମଣ୍ଡିରେ ଧାନ ପଡ଼ିଛି, ଟୋକନର ଅବଧି ଗଡ଼ିଯାଇଛି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ମଣ୍ଡିର ଚାଷୀ । ପଦ୍ମପୁର ଅଞ୍ଚଳର ୭୦ଟି ମଣ୍ଡିରେ ପଡ଼ି…

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପୁଣି ଉଠିଲା ଦାବି । ହାଇକୋର୍ଟରେ…

କନକ ବ୍ୟୁରୋ : ପୁଣି ତେଜିଲା ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦାବି । ସିପାହି ବିଦ୍ରୋହକୁ ପ୍ରଥମ ଗଣଆନ୍ଦୋଳନ ବୋଲି ଘୋଷଣା କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହା ଆମ ପରିସରଭୁକ୍ତ ନୁହେଁ । ଏହାକୁ ନେଇ ଉପଯୁକ୍ତ…