Daily Archives

January 5, 2021

ଶୀତରେ ଥରୁଛି ଉତ୍ତର ଭାରତ । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାଚ ଚଳାଚଳ ଠପ୍ । ହିମାଚଳ ପ୍ରଦେଶରେ ତୁଷାରପାତ ।

କନକ ବ୍ୟୁରୋ: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଜାରି ରହିଛି । ରାସ୍ତା ଘାଟରେ ବରଫର ମୋଟା ଆସ୍ତରଣ ଜମି ରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାନ ଚଳାଚଳ…

ଗଣତନ୍ତ୍ର ଦିବସରେ ଗଡିବ ମହିଳା ଚାଷୀଙ୍କ ଟ୍ରାକ୍ଟର । ଦିଲ୍ଲୀର ୪ଟି ସୀମାରେ ହେବ ଟ୍ରାକ୍ଟର ପରେଡ ।

କନକ ବ୍ୟୁରୋ: କୃଷି ଆଇନକୁ ପ୍ରତ୍ୟାହର ଦାବି କରି କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି । ଦୀର୍ଘ ୪୦ଦିନରୁ ଅଧିକା ଦିନ ହେଲା କୃଷକ ମାନେ ଶୀତ, କାକର ଓ ବର୍ଷାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । କୃଷକ ମାନେ ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ସରକାର ମଧ୍ୟ ତାଙ୍କ…

ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ ।

କନକ ବ୍ୟୁରୋ: କରୋନା ମହାମାରୀ ଲଢେଇରେ ଭାରତର ଭୂମିକାକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ପ୍ରଶଂସା । ଏହାସହ ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଲ ଗେଟ୍ସ ପ୍ରଶଂସା କରିଛନ୍ତି । ବିଲ ଗେଟ୍ସ…

ଗୃହବନ୍ଦୀରେ ଅଛନ୍ତି କି ଶିଳ୍ପପତି ଜ୍ୟାକ ମା ? ଦୁଇ ମାସ ଧରି ନିଖୋଜ ହେବା ପରେ ବଢୁଛି ସନ୍ଦେହ । ରାଷ୍ଟ୍ରପତି…

କନକ ବ୍ୟୁରୋ: ଦୁଇ ମାସରୁ ଅଧିକ ସମୟ ଧରି ନିଖୋଜ ଥିବା ବିିଶିଷ୍ଟ ଶିଳ୍ପପତି ଜ୍ୟାକ ମାଙ୍କୁ ନେଇ କୌଣସି ପତା ମିଳୁନାହିଁ । ତେବେ ଚୀନ ସରକାର ବିରୋଧୀ ବୟାନ ଦେବା ପରେ ଜ୍ୟାକ ମା ହଠାତ୍ ନିଖୋଜ ହୋଇଯାଇଛନ୍ତି । କଂପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି…

ବେନାମି ସମ୍ପତି ମାମଲାରେ ଆଜି ପୁଣି ରବର୍ଟ ଭଦ୍ରାଙ୍କୁ ପଚରାଉଚରା । ବୟାନ ରେକର୍ଡ କଲା ଆୟକର ବିଭାଗ ।

କନକ ବ୍ୟୁରୋ : ବେନାମି ସମ୍ପତି ମାମଲାରେ ଆଜି ପୁଣି ଥରେ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଂଚିଛନ୍ତି ଆୟକର ବିଭାଗର ଅଧିକାରୀ । ଏହା ପୂର୍ବରୁ ଆୟକର ବିଭାଗର ଟିମ୍ ରବର୍ଟ ଭଦ୍ରାଙ୍କୁ ୮ଘଂଟା କାଳ ପଚରା ଉଚରା କରିଥିଲା । ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ତଥା ସୋନିଆ ଗାନ୍ଧୀଙ୍କ…

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ…

କନକ ବ୍ୟୁରୋ : ପାକିସ୍ତାନ ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଦୁଇ ସପ୍ତାହ ବା ୧୫ ଦିନ ଭିତରେ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କରକ ଜିଲ୍ଲାର…