Daily Archives

January 17, 2021

ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ । ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର । ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁ…

କନକ ବ୍ୟୁରୋ : ଏପଟେ ଗାଁ, ସେପଟେ ଜଙ୍ଗଲ । ମଝିରେ ଡେରେଜାଙ୍ଗ ଡ୍ୟାମ । ଆଉ ସବୁ ଦିନ ଡ୍ୟାମ ଡେଇଁ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ମାସେ କି ଦୁଇ ମାସ ନୁହେଁ ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲତ କୁଲେଇ ଗ୍ରାମବାସୀ । ଅନକେ ସ୍ଥାନରେ କୋଠା, କଳ…

ଅବହେଳିତ ଯାଜପୁରର ସହିଦ ହୃଷିକେଶ ମଲ୍ଲିକଙ୍କ ସ୍ମୃତି ପିଠ । ସହିଦ ହେବାର ୧୧ ବର୍ଷ ପରେ ବି ପଡ଼ିନି ପ୍ରଶାସନର ନଜର ।…

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ୭୬ ଜଣ  ସିଆରପିଏଫ୍ ଯବାନ । ସେମାନଙ୍କ ମଧ୍ୟରେ ଥିଲେ ଯାଜପୁର ଜିଲ୍ଲା ବୃନ୍ଦାବନପୁରର ସହିଦ ହୃଷିକେଶ ମଲିକ । ୨୦୧୦, ୬ ଏପ୍ରିଲରେ ନକ୍ସଲ ସହ ଲଢି ସହୀଦ ହୋଇଥିଲେ ହୃଷିକେଶ । ହେଲେ ଦୀର୍ଘ ୧୧ ବର୍ଷ ପରେ…

ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର…

କନକ ବ୍ୟୁରୋ: ଯେତବେଳେ ପେଟ ପୋଡି ଯାଉଛି, ସେତେବେଳେ ଲାଜ କରି କି ଲାଭ । ଭୋକର ଜ୍ୱାଳାରେ ଯେତେବେଳେ ଜୀବନ ଜଳି ଯାଉଛି, ଆଖି ଆଗରେ ପରିବାର ଲୋକେ ଆଉଟୁପାଉଟୁ ହେଉଛନ୍ତି ସେଠି ବା ଏ ଲାଜର ମାନେ କଣ ? ଲୁହ ପିଇ ଲକ୍ଷ୍ମଣରେଖା ଭିତରେ ରହିବା ଠାରୁ ବରଂ ଏରୁଣ୍ଡି ଡେଇଁ ଦିପଇସା ରୋଜଗାର କରିବା…

ମଣ୍ଡି ବନ୍ଦ ବିରୋଧରେ କାଲିମେଳାରେ ରାସ୍ତାରୋକ । ଡ଼ିସେମ୍ବରରୁ ଖୋଲିଥିବା ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ଧାନ…

କନକ ବ୍ୟୁରୋ : ଧାନ ମଣ୍ଡି ବନ୍ଦକୁ ବିରୋଧ । ରାସ୍ତାରୋକ କଲେ ଚାଷୀ । ଆଜି ଠାରୁ କାଲିମେଳା ବ୍ଲକରେ ଧାନମଣ୍ଡି ବନ୍ଦ ହେବାର ଖବର ମିଳିବା ପରେ ଶହ ଶହ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । କାଲିମେଳା ମାଲକାନଗିରି ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଡ଼ିସେମ୍ବର ମାସରୁ ଜିଲ୍ଲାରେ ଧାନ…

ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ ଖାଲି…

କନକ ବ୍ୟୁରୋ: ୨୦୨୦ ! ଏମିତି ଏକ ବର୍ଷ । ଯାହା ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ । ଭୂତାଣୁଠୁ ଭୂକମ୍ପ, ମୃତ୍ୟୁଠୁ ମହାମାରୀ । ସବୁକିଛି କୁ ସହିଛି ଏ ମାନବଜାତି । ଆଉ ସବୁ ସଙ୍ଘାତିକ ସ୍ଥିତିକୁ ଧର୍ଯ୍ୟର ସହ ସହିଛି ଧରଣୀ । ହେଲେ ପ୍ରକୃତିର କରାଳ ରୂପଠୁ ବି ମାଆକୁ କନ୍ଦାଇ ଦେଇଛି…

ପୁଣି ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ବଢିଲା ଅଡୁଆ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହିସାବ ମାଗିଲେ ୧୦୦…

କନକ ବ୍ୟୁରୋ : ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ଲାଗିଥିବା ଅଡୁଆ ଏବେ ନୂଆ ମୋଡ ନେଇଛି । ଦେଶର ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିଛନ୍ତି । ସେମାନେ ପାଣ୍ଠି ହିସାବର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । କରୋନା ମହାମାରୀ…