Daily Archives

January 10, 2021

ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା… । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ, ଜାଣନ୍ତୁ ଏମିତି କଣ କରିଛନ୍ତି…

କନକ ବ୍ୟୁରୋ : ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା । ନନଷ୍ଟପ ଯାତ୍ରାରେ ବିରାମ ପଡିବ । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ । ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ବିଶ୍ୱର ସବୁଠୁ ଲମ୍ବା ଏୟାର ରୁଟରେ ଉଡାଣ ଶେଷ କରିବା ସହ ରଚିବେ ଇତିହାସ । ଆମେରିକାର ସାନଫ୍ରାନସିକୋରୁ ଗତ ୯ ତାରିଖରୁ ଏୟାର…

ସ୍କୁଲ ଫି ଛାଡକୁ ନେଇ ହାଇକୋର୍ଟଙ୍କ ବଡ ରାୟ । କହିଲେ ରାଜ୍ୟ ସରକାରଙ୍କ ଅଧିନ ଘରୋଇ ସ୍କୁଲ, କମାଇ ପାରିବେ ଫି ।

କନକ ବ୍ୟୁରୋ: ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି । ହାଇକୋର୍ଟ କହିଛନ୍ତି, ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫା ଖୋର ହୋଇ ପାରିବ ନାହିଁ ବୋଲି ରାୟ…

ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡି ତାଲିକା । ୨୦୧୮ରୁ ୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡି ।…

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀ କିଏ ? ରାଜ୍ୟ ସରକାରଙ୍କ ୱେବସାଇଟ ଅନୁସାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ଥାବର, ଅସ୍ଥାବର ସମ୍ପତି କଥା ଛାଡନ୍ତୁ, ନବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଗାଡିର ତାଲିକା…

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତ ଠାରୁ ଛଡାଇ ଆଣିବୁ ।

କନକ ବ୍ୟୁରୋ : ଗତ ବର୍ଷ ଭାରତ ଓ ନେପାଳ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିବା ବେଳେ ଉଭୟ ଦେଶର ଉଦ୍ୟମ କ୍ରମେ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ସ୍ଥିତିକୁ ପୁଣି ବିଗାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ନେପାଳର ସଂସଦରେ ଓଲି କହିଛନ୍ତି ଯେ…

ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଅଘଟଣ ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ । ତୁରନ୍ତ ମାମଲା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଉନ୍ନୟନ କମିଶନର ପିକେ ଜେନାଙ୍କ ନିର୍ଦ୍ଦେଶ । ତେବେ…

କେନ୍ଦ୍ରାପଡାରେ କାର୍ଯ୍ୟକ୍ରମ, ହେଲେ ଦେଖା ଯାଉନାହାନ୍ତି ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦ ପାଇଁ କୋଣଠେସା…

କନକ ବ୍ୟୁରୋ : ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଗତ କିଛି ଦିନର ଘଟଣାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜାଣି ହେବ ଦଳୀୟ କାର୍ଯ୍ୟରୁ ଦୂରରେ ରହୁଛନ୍ତି ଅନୁଭବ । ଏପରିକି ବିଜେଡିର କାର୍ଯ୍ୟକାରିଣୀ ଓ ପରିଷଦ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା ।…