Daily Archives

January 18, 2021

ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି । କହିଲେ ଚାଷୀ ରାଲିରେ ଆସିବେ କି ନାହିଁ…

କନକ ବ୍ୟୁରୋ: କୃଷକ ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସାଧାରଣତନ୍ତ୍ର ଦିବସରେ  କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା  କରିବାକୁ ମଧ୍ୟ ଏକ ବଡ ଧରଣର ଯୋଜନା କରିଛନ୍ତି ।  ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି , ସାଧାରଣତନ୍ତ୍ର…

ଆଜି ଓଡିଶାରେ ଟୀକା ନେଲେ ୩୨ ହଜାର ୫୨୬ ଜଣ । ମାତ୍ର ୨ ଜଣଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା । ଜାଣନ୍ତୁ ଆଜି କେଉଁଠି…

କନକ ବ୍ୟୁରୋ: କରୋନା ଟୀକାକରଣ କାର୍ଯ୍ୟକ୍ରମର ୩ୟ ଦିବସରେ ସାରା ଓଡ଼ିଶାରେ ମୋଟ ୩୭୫ଟି ଟୀକାକରଣ ସେସନ ଅନୁଷ୍ଠିତ ହୋଇଛି । ଆଜି ୩୧୯୦୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୩୨୫୨୬ ଜଣ ଲୋକ ଟୀକା ନେଇଥିଲେ । ଫଳରେ ଆଜି ୧୦୨ ପ୍ରତିଶତ ଟୀକାକରଣ କରାଯାଇଛି । ଆଜି ଟୀକା…

ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ।

କନକ ବ୍ୟୁରୋ: କରୋନା ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।…

ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଧାନ । ଧାନ ଉଠାଉନାହାନ୍ତି କର୍ତ୍ତୃପକ୍ଷ । ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ…

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ…

କିଡନୀ ରାକେଟର ଖୋଲୁଛି ଗୁମର । ଠକେଇ ଟଙ୍କାରେ ହିମାଂଶୁ ନନ୍ଦ କରିଥିଲା ହୋମ ଡେକର ସୋରୁମ । ରାଜ୍ୟ ବାହାରେ ଲିଙ୍କ ନେଇ…

କନକ ବ୍ୟୁରୋ : ତିନି ଦିନିଆ ନୟାପଲ୍ଲୀ ଥାନା ପୁଲିସ ରିମାଣ୍ଡରେ ଥିବା କିଡନୀ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ, ଗୋଟି ଗୋଟି କରି ପୁଲିସ ଆଗରେ ସତ ଓଗାଳିଛି । କିଡନୀ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତି ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଥାଏ ଏବଂ କିଡନୀ ମିଳିଗଲେ ଜୀବନ…

ଜାନୁଆରୀ ୨୬ ପରେଡରେ ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ 

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଏଥର ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ । ଜାନୁଆରୀ ୨୬ ତାରିଖ ପରେଡରେ ଏଥର ଅନ୍ୟ ଲଢୁଆ ବିମାନ ସହ ପ୍ରଥମ କରି ରାଫେଲ୍ ଯୁଦ୍ଧ ବିମାନ ସ୍ଥାନ ପାଇବ । ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହାପୂର୍ବରୁ…