Daily Archives

January 19, 2021

ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ…

କନକ ବ୍ୟୁରୋ : ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ତାଲିମ ନେବାକୁ ଭାରତୀୟ ସେନାର ଏକ ଟିମ୍ ରୁଷ୍ ଅଭିମୁଖେ ଗସ୍ତ କରିଛି  । ୨୦୧୮ ଅକ୍ଟୋବରରେ ଭାରତ ଓ ରୁଷ୍ ଏନେଇ ଚୁକ୍ତି କରିଥିଲେ  । ପାଞ୍ଚ ଦଶମିକ ୪ ବିଲିୟନ ଡଲାର ମୂଲ୍ୟରେ ରୁଷ୍ ଠାରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ…

୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ…

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ କମିଟିର ପ୍ରଥମ ବୈଠକ ବସିଥିଲା । ଏଥିରେ କମିଟିର ୩ ଜଣ ଯାକ ସଦସ୍ୟ ଡକ୍ଟର ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ ଓ ଅନୀଲ ଘନୱତ ଉପସ୍ଥିତ ଥିଲେ ।…

ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ…

କନକ ବ୍ୟୁରୋ : ଯାଉଛନ୍ତିି ଟ୍ରମ୍ପ, ଆସୁଛନ୍ତି ବାଇଡେନ୍ । ଆମେରିକାରେ ଆସନ୍ତାକାଲି ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ୭୮ ବର୍ଷୀୟ ଜୋ ବାଇଡେନ୍ । ଏହାସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ନେବେ । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ…

ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଏବେ ନନ୍ଦୀଗ୍ରାମ ଉପରେ ନଜର । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହୋଇଚାଲିଥିବା ବେଳେ ଏବେ ସବଠୁ ଚର୍ଚ୍ଚିତ ଆସନ ପାଲଟିଛି ନନ୍ଦୀଗ୍ରାମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା…

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗ । ପ୍ରତ୍ୟାହାର ପାଇଁ ଚିଠି ଲେଖିଲା କେନ୍ଦ୍ର, ଉତ୍ତର ରଖିବାକୁ ହ୍ୱାଟସଆପର…

କନକ ବ୍ୟୁରୋ : ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ହ୍ୱାଟସଆପକୁ ଚିଠି ଲେଖି ପ୍ରସ୍ତାବିତ ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ କହିଛନ୍ତି । ହ୍ୱାଟସଆପର ଗ୍ଲୋବାଲ ସିଇଓ ୱିଲ କାଥକାର୍ଟଙ୍କୁ ଚିଠି ଲେଖିଛି କେନ୍ଦ୍ର ସୂଚନା…

ଫୋକସରେ ପଶ୍ଚିମ ଓଡିଶା । ୨୦୨୨ ଜୁନ ସୁଦ୍ଧା ସରିବ ରାଉରକେଲା ହକି ଷ୍ଟାଡିୟମ କାର୍ଯ୍ୟ । ସମଲେଶ୍ୱରୀ ମନ୍ଦିର ବିକାଶ…

କନକ ବ୍ୟୁରୋ : ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଣ୍ଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ ।…