Daily Archives

January 3, 2021

ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି…

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସ । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କା ହେଉଛି ଦାମ୍ । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି…

ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ…

କନକ ବ୍ୟୁରୋ : ଚାଷ ତ ଅନେକ କରନ୍ତି । ଶିକ୍ଷିତ ବେକାରୀ ଯୁବକ ଯୁବତୀମାନେ ମଧ୍ୟ ଅନ୍ୟ ଉପାୟ ନ ପାଇ ଚାଷ କାମରେ ମନ ବଢାନ୍ତି । ତେବେ ମାଲକାନନଗିରି ଜିଲ୍ଲାରେ ଏମିତି ଦୁଇ ଏମ୍ ଟେକ୍ ଇଂଜିନିୟର ଭାଇ ରହିଛନ୍ତି, ଯିଏ ଲକ୍ଷ ଲକ୍ଷ ଟଙ୍କାର ଆଭିଯାତ୍ୟପୁର୍ଣ ଚାକିରି ଛାଡି ଏବେ ଦୁଗ୍ଧ ଚାଷରେ…

ବଡି ପାମ୍ପଡ ବି ଦେଇପାରେ ରୋଜଗାର । ଝାରସୁଗୁଡା ଲହଣ୍ଡାବୁଡ ଏସଏଚଜି ମହିଳା ହେଉଛନ୍ତି ଲାଭବାନ । ଅନ୍ୟମାନଙ୍କ ପାଇଁ…

କନକ ବ୍ୟୁରୋ : ବଡି ପାମ୍ପଡର ଚାହିଦା ଓଡିଶାରେ ସବୁଠି ରହିଛି । ଭଳିକି ଭଳି ବଡି ସହିତ ପାମ୍ପଡ ଖାଇବାକୁ ଲୋକେ ବେଶ ପସନ୍ଦ କରନ୍ତି ।ତେବେ ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ ର ଏକ ମହିଳା ସ୍ୱୟଂ ସାହାୟିକ ଗୋଷ୍ଠି ର ମହିଳା ମାନେ ବଡି ପାମ୍ପଡ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ।ନିଜେ…

ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।

କନକ ବ୍ୟୁରୋ : ମାଟ୍ରିକ, +୨ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ଅଭିଭାବକଙ୍କ ଲିଖିତ ଅନୁତମତି ପରେ ହଷ୍ଟେଲରେ ରହିବାକୁ ମିଳିବ ଅନୁମତି । ସେହିପରି ଜାନୁଆରୀ ୮ରୁ ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରି ସରିଛନ୍ତି ସରକାର । ଏବେ ହଷ୍ଟେଲ ଖୋଲିବା…

ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ…

କନକ ବ୍ୟୁରୋ : ଧନୁମୁଆଁ ପାଇଁ ସମଗ୍ର ରାଜ୍ୟରେ ରହିଛି ବ୍ରହ୍ମପୁରର ସ୍ୱତନ୍ତ୍ର ପରିଚୟ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏକ ମାସ ଧରି ଏହି ଧନୁମୁଆଁର ବେଶ୍ ଚାହିଦା ରହିଥାଏ । ତାକୁ ନଜରରେ ରଖି ମୁଆଁ ତିଆରିରେ ଲାଗିପଡିଛନ୍ତି କାରିଗର । ଚିନିମୁଆଁ, ଘିଅମୁଆଁ ଭଳି ଅନେକ ପ୍ରକାରର…

ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ…

କନକ ବ୍ୟୁରୋ : କୋଭିଡ୍ କଟକଣା ଏବଂ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଆଜି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହେଲେ, କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ଦୁରଦୁରନ୍ତାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ…