Daily Archives

January 26, 2021

ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ…

କନକ ବ୍ୟୁରୋ : ସହିଦର ବଳିଦାନକୁ କେବେ ବି ଭୁଲି ହେବନି । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକ । ୧୯୯୯ରେ କାର୍ଗିଲ ଯୁଦ୍ଧ ଲଢେଇ ବେଳେ ଘାଟି ଉପରେ ଶତ୍ରୁର ମୁକାବିଲା ବେଳେ ଟଳି ପଡିଥିଲେ…

ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ…

କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧରେ ଲଢେଇ କରି ବୀରତ୍ୱ ଦେଖାଇଥିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସିଂହପୁର ଗାଁର ବୀର ଯବାନ ଅନିରୁଦ୍ଧ ବରାଳ । କାର୍ଗିଲରେ ବାହ୍ୟ ଶତ୍ରୁଙ୍କ ଆଗରେ ଦମ୍ ଦେଖାଇଥିଲେ । ହେଲେ ନାଗାଲାଣ୍ଡରେ ଗୃହଶତ୍ରୁଙ୍କ ସହ ଲଢେଇ ବେଳେ, ଦେଶପାଇଁ ଦେଲେ ପ୍ରାଣବଳୀ ।…

ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିଣି ରାଡାର୍ସ ପରେଡର ନେତୃତ୍ୱ…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ନେତୃତ୍ୱ ନେଲେ ମହିଳା ପାଇଲଟ । ଜଣେ ରାଜପଥରେ ଏବଂ ଅନ୍ୟ ଜଣେ ରାଜପଥ ଉପରେ । ତେଜସ ବିମାନ ଓ ରୋହିନି ରାଡାର୍ସର ନେତୃତ୍ୱ ନେଲେ ଫ୍ଲାଇଟ ଲେଫ୍ଟନାଂଟ ଭାବନା କାନ୍ତ । ସେହିପରି ଏମଆଇ-୧୭ ଭି-୫ ବିମାନ ଉଡାଇଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ…

ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା…

କନକ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲାରେ ଏମିତି ଦୃଶ୍ୟ ହୁଏତ ଆଗରୁ କେବେ ଦେଖିବାକୁ ମିଳିନଥିବ । ଅଗଷ୍ଟ ୧୫ରେ ଯେଉଁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି, ସେହିସ୍ଥାନକୁ ନିଜ ଅକ୍ତିଆରକୁ ନେଇ ଶିଖ ସମ୍ପ୍ରଦାୟର ଧାର୍ମିକ ପତାକା ଉଡାଇଥିଲେ ଆନ୍ଦୋଳନରତ ଚାଷୀ । କୃଷି ଆଇନକୁ…

ଚାଷୀ ଆନ୍ଦୋଳନ ବେଳେ ଦୋହଲିଗଲା ଦିଲ୍ଲୀ । ବେକାବୁ ହୋଇଗଲା ଟ୍ରାକ୍ଟର ରାଲି । ବ୍ୟାରିକେଡ ଭାଙ୍ଗିଲେ, ପୁଲିସ ସହ ଲଢିଲେ…

କନକ ବ୍ୟୁରୋ : ଦିଲ୍ଲୀରେ ଟ୍ରାକ୍ଟର ରାଲିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । କଟକଣାକୁ ଖାତିର୍ ନକରି, ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରି, ଚାଷୀଙ୍କ ଟ୍ରାକ୍ଟର ପରେଡ୍ ଯେତେବେଳେ ଆଗକୁ ମାଡ଼ି ଚାଲୁଥିଲା, ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ପୁଲିସ୍ । ଆଉ…

ଭାରତ ପାକ୍ ୱାଘା ଅଟାରୀ ସୀମାରେ ଗଣତନ୍ତ୍ର ଉତ୍ସବ । ବିଟିଂ ରିଟ୍ରିଟ୍ ଅବସରରେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ…

କନକ ବ୍ୟୁରୋ : ଭାରତ ପାକିସ୍ତାନ ୱାଘା ଅଟାରୀ ସୀମାରେ ଗଣତନ୍ତ୍ରର ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଟିଂ ରିଟ୍ରିଟ୍ ବେଳେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦର୍ଶକ । ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ…